include("site.inc"); $template = new Page; $template->initCommon(); $template->displayHeader(); ?>
ସ୍ବତ୍ତ୍ବାଧୀକାର © 2007, 2008 Red Hat, Inc. ଏବଂ ଅନ୍ୟମାନେ
ସାରାଂଶ
ଫେଡ଼ୋରାର ଏହି ପ୍ରକାଶନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ଫେଡ଼ୋରା ଗୋଟିଏ ଲିନକ୍ସ-ଆଧାରିତ ପ୍ରଚାଳନ ତନ୍ତ୍ର ଯାହାକି ଅତ୍ୟାଧୁନିକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେରକୁ ପ୍ରଦର୍ଶିତ କରିଥାଏ. ଫେଡ଼ୋରା ସର୍ବଦା ସମସ୍ତଙ୍କର ବ୍ୟବହାର, ପରିବର୍ତ୍ତନ, ଏବଂ ବଣ୍ଟନ ପାଇଁ ମାଗଣା. ଏହା ସମଗ୍ର ଜଗତର ଲୋକମାନଙ୍କ ଦ୍ୱାରା ଗଢ଼ିତ ଯେଉଁମାନେ ଏକ ସମ୍ପ୍ରଦାୟ ଭାବରେ କାର୍ଯ୍ୟକରିଥାନ୍ତି: ଫେଡ଼ୋରା ପ୍ରକଳ୍ପ. ଫେଡ଼ୋରା ପ୍ରକଳ୍ପ ଟି ସମସ୍ତଙ୍କ ପାଇଁ ଖୋଲା ଏବଂ ସମସ୍ତଙ୍କୁ ସମ୍ମିଳିତ ହେବାରେ ସ୍ୱାଗତ କରିଥାଏ. ମାଗଣା, ମୁକ୍ତ ସଫ୍ଟୱେର ଏବଂ ସୂଚୀକୁ ଉନ୍ନତିପଥରେ ଆଗେଇ ନେବା ପାଇଁ ଫେଡ଼ୋରା ପ୍ରକଳ୍ପର ଦ୍ୱାର ଆପଣଙ୍କ ପାଇଁ ଖୋଲାଅଛି.
ଫେଡ଼ୋର ଅତ୍ୟାଧୁନିକ ପ୍ରକାଶନ ଟିପ୍ପଣୀ ଦେଖିବା ପାଇଁ, ମୁଖ୍ୟତ ଯଦି ଆପଣ ଏହାକୁ ଉନ୍ନତତର କରିବାକୁ ଚାହୁଁଛନ୍ତି ତେବେ କୁ ପରିଦର୍ଶନ କରନ୍ତୁ. | |
---|---|
ଯଦି ଆପଣ ଫେଡ଼ୋରାର ପୂର୍ବ ପ୍ରକାଶନ ଠାରୁ ପୁରୁଣା ପ୍ରକାଶନକୁ ଯିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅତିରିକ୍ତ ସୂଚନା ପାଇଁ ପୁରୁଣା ପ୍ରକାଶନ ଟିପ୍ପଣୀକୁ ଅନୁସରଣ କରିବାକୁ ପଡ଼ିବ. http://docs.fedoraproject.org/release-notes/ ରେ ଆପଣ ପୁରୁଣା ପ୍ରକାଶନ ଟିପ୍ପଣୀ ପାଇପାରିବେ |
ଆପଣ ଫେଡ଼ୋରା ପ୍ରକଳ୍ପ ସମ୍ପ୍ରଦାୟକୁ ଫେଡ଼ୋରା ର ଉନ୍ନତି ପାଇଁ ସହାୟତା କରିପାରିବେ ଯଦି ଆପଣ ତ୍ରୁଟି ଖବର ଏବଂ ଉନ୍ନତି ଅନୁରୋଧ ଦାଖଲ କରିବେ. ତ୍ରୁଟି ଏବଂ ବିଶେଷ ଗୁଣ ବିଷୟରେ ଅଧିକ ସୂଚନା ପାଇଁ http://fedoraproject.org/wiki/BugsAndFeatureRequests କୁ ଅନୁସରଣ କରନ୍ତୁ. ଆପଣଙ୍କର ସହଭାଗିତା ପାଇଁ ଧନ୍ୟବାଦ.
ଫେଡ଼ୋରା ବିଷୟରେ ଅଧିକ ସାଧାରଣ ତଥ୍ୱ ଜାଣିବା ପାଇଁ, ନିମ୍ନଲିଖିତ ୱେବ ପୃଷ୍ଠାକୁ ଅନୁସରଣକରନ୍ତୁ:
ଫେଡ଼ୋରା ସମୀକ୍ଷ - http://fedoraproject.org/wiki/Overview
ଫେଡ଼ୋରା FAQ - http://fedoraproject.org/wiki/FAQ
ସହାୟତା ଏବଂ ଆଲୋଚନା - http://fedoraproject.org/wiki/Communicate
ଫେଡ଼ୋରା ପ୍ରକଳ୍ପରେ ଅଂଶଗ୍ରହଣ କରନ୍ତୁ - http://fedoraproject.org/wiki/Join
ସବୁଥର ଭଳି, Fedora (http://www.fedoraproject.org/wiki/RedHatContributions) କୁ ପ୍ରସ୍ତୁତ କରିବା ଏବଂ ନବୀନତମ ମାଗଣା ଏବଂ ମୁକ୍ତ ସଙ୍କେତ ବିଶିଷ୍ଟ ସଫ୍ଟୱେର (http://www.fedoraproject.org/wiki/Features) କୁ ସମ୍ମିଶ୍ରଣ କରିବା ଜାରି ରଖିଅଛି। ନିମ୍ନଲିଖିତ ବିଭାଗ ପୂର୍ବତନ Fedora ସଂସ୍କରଣ ପରେ ହୋଇଥିବା ମୂଖ୍ଯ ପରିବର୍ତ୍ତନ ମାନଙ୍କର ଗୋଟିଏ ସାରାଂଶ ପ୍ରଦାନ କରିଅଛି।Fedora 10 ରେ ଅନ୍ତର୍ଭୂକ୍ତ କରାଯାଇଥିବା ଅନ୍ଯାନ୍ଯ ଉପଯୋଗୀତା ମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ, ସେମାନଙ୍କର ବ୍ଯକ୍ତିଗତ ୱିକି ପୃଷ୍ଠାରେ ଥିବା ବିସ୍ତ୍ରୁତ ଲକ୍ଷ୍ଯ ଏବଂ ପ୍ରଗତିକୁ ଦେଖନ୍ତୁ:
http://www.fedoraproject.org/wiki/Releases/10/FeatureList
ସମ୍ପୂର୍ଣ୍ଣ ପ୍ରକାଶନ ଚକ୍ରରେ, କି ଗୁଣ ପଛରେ ଥିବା ଭିତର କଥା ପ୍ରକାଶ କରି ବିକାଶକାରୀମାନଙ୍କ ସହିତ ସାକ୍ଷାତକାର କରାଗଲା:
http://www.fedoraproject.org/wiki/Interviews
ନିମ୍ନଲିଖିତଗୁଡ଼ିକ ଫେଡ଼ୋରା 10 ପାଇଁ ମୂଖ୍ୟ ବିଶେଷ ଗୁଣ:
ବେତାର ସଂଯୋଗ ସହଭାଗ ଏଡ଼ ହକ ନେଟୱର୍କ ସହଭାଗକୁ ସକ୍ରିୟ କରିଥାଏ -- http://www.fedoraproject.org/wiki/Features/ConnectionSharing
ଉନ୍ନତ ପରିଚାଳନା ଉପକରଣଗୁଡ଼ିକ ଦ୍ୱାରା ମୁଦ୍ରଣୀର ଭଲ ବିନ୍ୟାସ ଏବଂ ବ୍ୟବହାର -- http://www.fedoraproject.org/wiki/Features/BetterPrinting
ସ୍ଥାନୀୟ ଏବଂ ସୁଦୂର ସଂଯୋଗଗୁଡ଼ିକ ପାଇଁ ଆଭାସୀକରଣ ଭଣ୍ଡାର ବ୍ୟବସ୍ଥା ବର୍ତ୍ତମାନ ସରଳୀକୃତ ହୋଇଛି -- http://www.fedoraproject.org/wiki/Features/VirtStorage
SecTool ଟି ଗୋଟିଏ ନୂତନ ସୁରକ୍ଷା ସମ୍ପାଦନ ଏବଂ ଆଗମନ ଯାଞ୍ଚ ତନ୍ତ୍ର -- http://www.fedoraproject.org/wiki/Features/SecurityAudit
RPM 4.6 ଟି ଶକ୍ତିଶାଳୀ, ପରିବର୍ତ୍ତନକ୍ଷମ ସଫ୍ଟୱେର ପରିଚାଳନା ଲାଇବ୍ରେରୀ ପାଇଁ ଗୋଟିଏ ମୁଖ୍ୟ ଅଦ୍ୟତନ -- http://www.fedoraproject.org/wiki/Features/RPM4.6
ଏହି ପ୍ରକାଶନରେ କିଛି ଅଧିକ ବିଶେଷଗୁଣ ଅନ୍ତର୍ଭୁକ୍ତ:
Glitch free audio and better performance is achieved through a rewrite of the PulseAudio sound server to use timer-based audio scheduling -- http://www.fedoraproject.org/wiki/Features/GlitchFreeAudio
ଉନ୍ନତ ୱେବକେମ ସମର୍ଥନ -- http://www.fedoraproject.org/wiki/Features/BetterWebcamSupport
ଅତିଲୋହିତ ସୁଦୂର ନିୟନ୍ତ୍ରଣକୁ କେତେଗୁଡ଼ିଏ ପ୍ରୟୋଗ ସହିତ ସହଜରେ ସଂଯୋଗ କରିବା ପାଇଁ ଉନ୍ନତ ସମର୍ଥନ -- http://www.fedoraproject.org/wiki/Features/BetterLIRCSupport
ନିର୍ଦ୍ଦେଶନାମା ପ୍ରଶାସକ କାର୍ଯ୍ୟକୁ ସରଳୀକୃତ କରିବା ପାଇଁ -- http://fedoraproject.org/wiki/Features/SbinSanity, ଏହି ପଥ /usr/local/sbin:/usr/sbin:/sbin
ଟି PATH
ରେ ସାଧାରଣ ଚାଳକମାନଙ୍କ ପାଇଁ ଯୋଗକରାଯାଇଛି.
The online account service provides applications with credentials for online accounts listed on http://online.gnome.org ରେ ଅନଲାଇନ ତାଲିକାଭୁକ୍ତ ଅନଲାଇନ ଖାତାର ପ୍ରୟୋଗ ପ୍ରମାଣ ପତ୍ର ସହିତ ଦିଆଯାଇଥାଏ କିମ୍ବା GConf -- http://www.fedoraproject.org/wiki/Features/OnlineAccountsService ରେ ରଖାଯାଇଥାଏ.
ଫେଡ଼ୋରା 10 ବିଶେଷଗୁଣଗୁଡ଼ିକ ବିଶେଷଗୁଣ ତାଲିକା ପୃଷ୍ଠାରେ ଖୋଜାଯାଉଛି:
Thank you for taking the time to provide your comments, suggestions, and bug reports to the Fedora community; this helps improve the state of Fedora, Linux, and free software worldwide.
ଫେଡ଼ୋରା ସଫ୍ଟୱେର କିମ୍ବା ଅନ୍ୟାନ୍ୟ ତନ୍ତ୍ର ଉପାଦାନଗୁଡ଼ିକ ବିଷୟରେ ମତାମତ ପ୍ରଦାନ କରିବା ପାଇଁ, ଦୟାକରି http://fedoraproject.org/wiki/BugsAndFeatureRequests କୁ ଅନୁସରଣ କରନ୍ତୁ. ଏହି ପ୍ରକାଶନ ପାଇଁ ସାଧାରଣତଃ ଖବର କରାୟାଇଥିବା ତ୍ରୁଟି ଏବଂ ଜଣା ସମସ୍ୟା http://fedoraproject.org/wiki/Bugs/F10Commonରୁ ଉପଲବ୍ଧ ହୋଇପାରିବ.
No software is without bugs. One of the features of free and open source software is the ability to report bugs, helping to fix or improve the software you use.
A list of common bugs is maintained for each release by the Fedora Project as a good place to start when you are having a problem that might be a bug in the software:
If you feel these release notes could be improved in any way, you can provide your feedback directly to the beat writers. There are several ways to provide feedback, in order of preference:
ଯଦି ଆପଣଙ୍କ ପାଖରେ ଫେଡ଼ୋରା ଖାତା ଅଛି, ତେବେ ସିଧାସଳଖ http://fedoraproject.org/wiki/Docs/Beatsରେ ସମ୍ପାଦନ କରନ୍ତୁ.
ଏହି ପ୍ରତିରୂପକୁ ବ୍ୟବହାର କରି ଗୋଟିଏ ତ୍ରୁଟି ଅନୁରୋଧ ପୁରଣ କରନ୍ତ: http://tinyurl.com/nej3u - This link is ONLY for feedback on the release notes themselves. Rବିସ୍ତୃତ ବିବରଣୀ ପାଇଁSection 1.3.1, “ଫେଡ଼ୋରା ସଫ୍ଟୱେରରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରି” fକୁ ଅନୁସରଣ କରନ୍ତୁ