Product SiteDocumentation Site

6.3. ଉପକରଣଗୁଡ଼ିକ

ନିମ୍ନଲିଖିତ ପ୍ୟାକେଜଗୁଡ଼ିକ ନୂତନ କିମ୍ବା Fedora 11 ପାଇଁ ଅଦ୍ୟତିତ:

6.3.1. ସାମଗ୍ରୀ ଉପକରଣଗୁଡ଼ିକ

ace
ace, ace-apache, ace-banners, ace-basic-site, ace-mysql, ace-php, ace-postgres, ଏବଂ ace-ssh କୁ ଅନ୍ତର୍ଭୁକ୍ତ କରି ace ଶ୍ରେଣୀର ସାଧନ ସଂସ୍କରଣ 0.0.6 କୁ ଉନ୍ନତତର କରାଯାଇଛି।

6.3.2. ଭାଷାଗୁଡ଼ିକ

clisp
clisp (Common Lisp) has been updated to 2.47. There are a number of changes, please review the project's site (http://clisp.cons.org).
gcc
The gcc compiler suite has been updated to 4.4.0 including gcc, gcc-c++, gcc-gfortran, gcc-gnat, and gcc-objc.

କିଛି ପରିବର୍ତ୍ତନଗୁଡ଼ିକରେ ବାକ୍ୟବିନ୍ୟାସ ପରିବର୍ତ୍ତନଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ ଯେଉଁଥିରେ ସ୍ଥିତବାନ ସଂକେତକୁ ଭାଙ୍ଗିବାର ସାମର୍ଥ୍ୟ ଅଛି।

Please review the NEWS files at http://gcc.gnu.org carefully before upgrading.
gcl
GNU ସାଧାରଣ Lisp ଟି 2.68pre କୁ ଅଦ୍ୟତିତ ହୋଇଛି। ଏହି ଅପେକ୍ଷାରତ ପ୍ରକାଶନ ବହୁଗୁଡ଼ିଏ ତ୍ରୁଟିର ସମାଧାନ କରିଥାଏ। ପ୍ରକଳ୍ପ ସାଇଟ: http://www.gnu.org/software/gcl
gforth
ANS ବାହାର ଭାଷାର ତୀବ୍ର ଏବଂ ଛୋଟ ରୂପାୟନ।
Fedora 11 gforth ର ସଂସ୍କରଣ 0.7.0କୁ ଅନ୍ତର୍ଭୁକ୍ତ କରିଥାଏ।
There are a large number of changes to gforth in this release. A developer is strongly encouraged to view the project site before proceeding.
ପ୍ରକଳ୍ପ ସାଇଟ: http://www.jwdt.com/~paysan/gforth.html
gprolog
GNU Prolog କୁ ସଂସ୍କରଣ 1.3.1କୁ ଅଦ୍ୟତନ କରାଯାଇଛି। 1.3.0 ପରଠୁଁ ପରିବର୍ତ୍ତନଗୁଡ଼ିକ ବୃହତ ଭାବରେ ଗୋଟିଏ ତ୍ରୁଟି ନିବାରଣ ଲକ୍ଷଣ ଥାଏ। ଠାରେ ବିକାଶକାରୀ NEWS ଫାଇଲକୁ ସମୀକ୍ଷା କରିବାକୁ ଇଚ୍ଛାକରିପାରେ।
iasl
The Intel Advanced Configuration and Power Interface compiler has been upgraded to version 20090123. This is the first update since 2006 and a number of functions have changed names. The developer should review http://www.acpica.org/download/changes.txt before proceeding.
mingw32-gcc
Fedora 11 ରେ ବର୍ତ୍ତମାନ MinGW ସଂକଳକ ଅନ୍ତର୍ଭୁକ୍ତ। ଏହା ଗୋଟିଏ ମୂଖ୍ୟ ନୂତନ ବିଶେଷତା ଯାହାକି ସମାନ ଉତ୍ସ ସଂକେତରୁ Microsoft Windows ଏବଂ Linux ପାଇଁ ବିକାଶକାରୀଙ୍କୁ ପ୍ରୟୋଗ ନିର୍ମାଣରେ ଅନୁମତି ଦେଇଥାଏ।
nasm
The nasm package has been upgraded from 2.03.01 to 2.05.01. This change involves a large number of bug fixes as well as the addition of a number of new directives. Refer to the project's change list at http://www.nasm.us/doc/nasmdocc.html for complete details.
ocaml
Some of the highlights in release 3.11 are:
  • The Dynlink library is now available in native code on some platforms.
  • ocamldebug is now supported under Windows (MSVC and Mingw ports) but without the replay feature. (Contributed by Dmitry Bely and Sylvain Le Gall at OCamlCore with support from Lexifi.)
  • New port: MacOS X, AMD/Intel, 64 bits.
For more information, please consult the comprehensive list of changes at http://caml.inria.fr/pub/distrib/ocaml-3.11/notes/Changes.
pl
The Edinburgh compatible Prolog compiler has been updated to 5.7.6. In addition to a number of bugfixes, enhancements include faster labeling for complex optimization expressions, improvements in handling additional dialects, smarter loading of libraries and extensions to YAP compatibility. Project site: http://www.swi-prolog.org.
sbcl
Steel Bank Common Lisp ର ସଂସ୍କରଣ 1.0.25ରେ ସଂସ୍କରଣ 1.0.21ଅପେକ୍ଷା ବହୁସଂଖ୍ୟକ ଉନ୍ନତି ଏବଂ ତ୍ରୁଟିନିବାରଣ ଅନ୍ତର୍ଭୁକ୍ତ। ସମ୍ପୂର୍ଣ୍ଣ ତାଲିକା ପାଇଁ କୁ ଅନୁସରଣ କରନ୍ତୁ।
ucblogo
ucblogo ର ସଂସ୍କରଣ 6.0 PowerPC ସହିତ ସମସ୍ୟାର ସମାଧାନ କରିଥାଏ।
yasm
NASM କୋଡ଼ାନ୍ତରକର ସମ୍ପୂର୍ଣ୍ଣ ପୁନଃ ଲିଖନ। 0.7.1 ରୁ 0.7.2କୁ ପରିବର୍ତ୍ତନ ହୋଇଥାଏ:
  • PIC ସମର୍ଥନକୁ 64-ବିଟ Mach-Oରେ ଯୋଗ କରିଥାଏ।
  • ଜାଗତିକ ନାମକରଣ ପାଇଁ --prefix ଏବଂ --suffix ବିକଳ୍ପଗୁଡ଼ିକୁ ଯୋଗ କରନ୍ତୁ।
  • elf64 ରେ ନିର୍ମାଣ rel foo wrt ..gotpcGOTPCREL କୁ ସୃଷ୍ଟି କରିଥାଏ (rel foo wrt ..gotpcrel ପାଇଁ ଉପନାମ)।
  • ନୂତନ ଭାବରେ ଉଲ୍ଲେଖ କରାଯାଇଥିବା AVX/AES ନିର୍ଦ୍ଦେଶ ପାଇଁ ସମର୍ଥନ ଯୋଗ କରନ୍ତୁ ପ୍ରକୃତ specରେ ନୁହଁ।
  • VPBLENDVB ର ଅବୈଧ 256-ବିଟ ଫର୍ମକୁ କାଢ଼ିଦିଅନ୍ତୁ।
  • Optimize non-strict push with 66h override to byte size if possible.
  • bin ମ୍ୟାପ ଫାଇଲରେ ଠିକଣା ମୁଦ୍ରଣକୁ ସ୍ଥିର କରନ୍ତୁ।
  • କୌଣସି ବିଭାଗ ଫ୍ଲାଗଗୁଡ଼ିକ ପାଇଁ GAS ବାକ୍ୟବିନ୍ୟାସ ନିୟନ୍ତ୍ରଣକୁ ଠିକ କରିଥାଏ।
  • coff/win32/win64 ଫଳାଫଳରେ ସୁନିଶ୍ଚିତ ସଂକେତକୁ ନାମକରଣ କରନ୍ତୁ।
  • ମିଶ୍ରିତ ଅନ୍ୟାନ୍ୟ ସ୍ଥିରତା।

6.3.3. ତ୍ରୁଟିନିବାରଣ ଉପକରଣଗୁଡ଼ିକ

alleyoop
alleyoopର ସଂସ୍କରଣ 0.9.4ଟି ଗୌଣ ତ୍ରୁଟିନିବାରଣ ଅଦ୍ୟତନ।
gdb
The version of gdb included in Fedora (Archer) contains patches and modifications not in the upstream GDB. Notable changes from upstream include:
  • gdb can debug programs compiled with -fpie.
  • gdb can be scripted using Python. This is used to support the new type-specific pretty-printing feature.
  • gdb lazily reads debug info, resulting in faster startup when the debugee uses many shared libraries.
  • A new catch syscall command has been added. This will cause gdb to stop your program when a syscall is entered or exited.
  • C++ debugging support has been improved. The expression parser handles more cases correctly, and gdb can now properly handle exceptions thrown during an inferior function call.

Consider the Python API to be unstable

The Python API to gdb is still under development. We cannot currently guarantee that future revisions to the API will remain compatible.
memtest86+
Stand-alone memory tester for x86 and x86-64 computers updated to 2.10. Enhancements in v2.10 :
  • Intel Core i7 (Nehalem) CPU ପାଇଁ ସମର୍ଥନ ଯୋଗକରାଯାଇଛି
  • Intel Atom ସଞ୍ଚାଳକଗୁଡ଼ିକ ପାଇଁ ସମର୍ଥନ ଯୋଗ କରାଯାଇଛି
  • Intel G41/G43/G45 ଚିପସେଟଗୁଡ଼ିକ ପାଇଁ ସମର୍ଥନ ଯୋଗକରାଯାଇଛି
  • Intel P43/P45 ଚିପସେଟଗୁଡ଼ିକ ପାଇଁ ସମର୍ଥନ ଯୋଗକରାଯାଇଛି
  • Intel US15W (Poulsbo) ଚିପସେଟଗୁଡ଼ିକ ପାଇଁ ସମର୍ଥନ ଯୋଗକରାଯାଇଛି
  • Intel EP80579 (Tolapai) SoC CPU ପାଇଁ ସମର୍ଥନ ଯୋଗକରାଯାଇଛି
  • ICH10 Southbridge (SPD/DMI) ପାଇଁ ସମର୍ଥନ ଯୋଗକରାଯାଇଛି
  • Intel 5000X ପାଇଁ ଚିହ୍ନଟକୁ ଯୋଗକରାଯାଇଛି
  • CPU w/ L3 କ୍ୟାଶେ ପାଇଁ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ (Core i7 & K10) ସଚେତ
  • DDR3 DMI ଯାଞ୍ଚ ପାଇଁ କାର୍ଯ୍ୟଭାର ଯୋଗ କରାଯାଇଛି
  • Intel 5000Z ଚିପସେଟ ଯାଞ୍ଚକୁ ଠିକ କରାଯାଇଛି
  • AMD K10 ରେ ସ୍ମୃତିସ୍ଥାନ ବାରମ୍ବାରତାକୁ ଠିକ କରାଯାଇଛି
  • C7/Isaiah CPUରେ କ୍ୟାଶେ ଯାଞ୍ଚକୁ ଠିକ କରାଯାଇଛି
  • Linux କର୍ଣ୍ଣଲ ଭାବରେ ଚିହ୍ନାପଡ଼ୁନଥିବା Memtest86+ କୁ ଠିକ କରାଯାଇଛି
nemiver
In addition to some bug fixes, 0.6.4 of nemiver now allows setting breakpoints even when it cannot get the current source editor.
pylint
pylint 0.16.0 ପ୍ୟାକେଜ କିଛି ସଂଖ୍ୟକ ତ୍ରୁଟି ନିବାରଣ ଏବଂ ଗୌଣ ଉନ୍ନତିକୁ ଅନ୍ତର୍ଭୁକ୍ତ କରିଛି। ସମ୍ପୂର୍ଣ୍ଣ ବିବରଣୀ ପାଇଁ ପ୍ରକଳ୍ପ ସାଇଟକୁ ଦେଖନ୍ତୁ।
valgrind
3.4.0 is a feature release with many significant improvements and the usual collection of bug fixes. This release supports X86/Linux, AMD64/Linux, PPC32/Linux, and PPC64/Linux. Support for recent distros (using gcc 4.4, glibc 2.8 and 2.9) has been added. Refer to the complete valgrind release notes at http://www.valgrind.org/docs/manual/dist.news.html.

6.3.4. ଦଲିଲିକରଣ ସାଧନ

colordiff
The colordiff package has been updated to 1.08a. Changes (from the project website) include: Support for numeric colours added, for 256-colour terminals (thanks to Gautam Iyer). Diff-types can now be specified explicitly, for use when diff-type detection doesn't work or isn't possible. Return diff's exit code, patch from Tim Connors. Allow extraneous diff text to be coloured separately.
doxygen
ନୂତନ doxygen 1.5.8 ସମ୍ପୂର୍ଣ୍ଣ ପୁନଃଲିଖିତ doxywizardକୁ ଅନ୍ତର୍ଭୁକ୍ତ କରିଥାଏ, ଉନ୍ନତ ଅନୁଲଗ୍ନ ମ୍ୟାପିଙ୍ଗ, ଭିଏତନାମୀ ଏବଂ ତୁର୍କୀ ପାଇଁ ଉତ୍ତମ ସମର୍ଥନ। ଏହା ସହିତ http://www.stack.nl/~dimitri/doxygen/changelog.html ରେ ଅନେକ ତ୍ରୁଟି ନିବାରଣ ଅଛି।
highlight
highlightର ସଂସ୍କରଣ 2.7ରେ (http://www.andre-simon.de/ରୁ) ଅନ୍ତର୍ଭୁକ୍ତ:
  • ଉନ୍ନତତର XML- ଏବଂ VHDL ଆଲୋକିତ
  • Clojure ପାଇଁ ସମର୍ଥନ ଯୋଗ କରାଯାଇଛି
  • LaTeX ଫଳାଫଳରେ ତୀର ଆବରଣକୁ ଯୋଗ କରାଯାଇଛି
texinfo
texinfoର ସଂସ୍କରଣ 4.13 ରେ ଗୋଟିଏ ସନ୍ଦର୍ଭ କାର୍ଡ ଅନ୍ତର୍ଭୁକ୍ତ, HTML ପାଇଁ ଉତ୍ତମ ସମର୍ଥନ, ଏବଂ ଏକାଧିକ ବାଇଟ ବର୍ଣ୍ଣମାଳା ପାଇଁ ସମର୍ଥନ। ସମ୍ପୂର୍ଣ୍ଣ ବିବରଣୀ ପାଇଁ, ପ୍ରକଳ୍ପ ସାଇଟ: http://www.gnu.org/software/texinfo/କୁ ଦେଖନ୍ତୁ।

6.3.5. IDEs ଏବଂ ସମ୍ପାଦକମାନେ

emacs
emacsର ପ୍ରକାଶନ 22.3 ଟି ପୁରୁଣା/ଅଚଳ ବିଶେଷତାକୁ ସଫାକରିବାର ଗୋଟିଏ ପ୍ରାଥମିକ ଲକ୍ଷ୍ୟ। ସମ୍ପୂର୍ଣ୍ଣ ବିବରଣୀ ପାଇଁ NEWS ଫାଇଲକୁ ଅନୁସରଣ କରନ୍ତୁ (http://www.gnu.org/software/emacs/NEWS.22.3)।
eric
Fedora 11 ରେ eric Python IDEର ସଂସ୍କରଣ 4.3.0 ଅନ୍ତର୍ଭୁକ୍ତ। ସମ୍ପୂର୍ଣ୍ଣ ବିବରଣୀ ପାଇଁ http://eric-ide.python-projects.org/eric-news.htmlକୁ ଅନୁସରଣ କରନ୍ତୁ।
ipython
ipython 0.9.1 ସଂସ୍କରଣକୁ ଅନ୍ତର୍ଭୁକ୍ତ କରାଯାଇଛି, 0.8.4ରୁ ଗୋଟିଏ ଅଦ୍ୟତନ। ଏହା ଗୋଟିଏ ମୂଖ୍ୟ ପ୍ରକାଶନ। ସମ୍ପୂର୍ଣ୍ଣ ଖବର ପାଇଁ http://ipython.scipy.org/announcements/ann-ipython-0.9.txt କୁ ଅନୁସରଣ କରନ୍ତୁ।
monodevelop
ଅଦ୍ୟତିତ monodevelop 1.9.2 ରେ ବହୁ ସଂଖ୍ଯକ ନୂତନ ବିଶେଷତାକୁ ଅନ୍ତର୍ଭୁକ୍ତ କରାଯାଇଛି। http://monodevelop.com/Release_notes _for_MonoDevelop_2.0_Beta_1ରେ ଆପଣ ଏହି ବିଶେଷ ଗୁଣଗୁଡ଼ିକୁ ସମୀକ୍ଷା କରିପାରିବେ।
plt-scheme
ଏହା ଗୋଟିଏ ତ୍ରୁଟି ନିବାରଣ ପ୍ରକାଶନ।

6.3.6. ସମସ୍ୟା ଏବଂ ତ୍ରୁଟି ସନ୍ଧାନ ଉପକରଣ

mantis
The mantis package has been upgraded to 1.1.6. "This release fixes once and for all the caching troubles from previous stable releases, some access permissions bugs, and a few various other issues. This release also improves the existing source control integration by allowing remote checkins." For a complete list of all other changes refer to http://www.mantisbt.org/.
trac
0.11.3 of trac contains a number of new features, including a new template engine for generating content, new configurable workflow, and finer grained control of permissions.
trac-mercurial-plugin
The trac-mercurial-plugin 0.11.0.7 package works with the trac 0.11 release, and provides added features including quickjump to a tag or branch, blame support, and custom property renderers.

6.3.7. Lexical ଏବଂ ବିଶ୍ଳେଷଣ ସାଧନଗୁଡ଼ିକ

bison
Fedora 11ରେ bisonର ସଂସ୍କରଣ 2.4.1 ଅନ୍ତର୍ଭୁକ୍ତ। ଏହା ଗୋଟିଏ ଗୌଣ ଉନ୍ନୟନ।

6.3.8. ରଚନା ଏବଂ ନିର୍ମାଣ ସାଧନ

automake
Improvements in automake 1.10.2 include:
  • Changes to Libtool support:
    • The distcheck command works with Libtool 2.x even when LT_OUTPUT is used, as config.lt is removed correctly now.
  • Miscellaneous changes:
    • The manual is now distributed under the terms of the GNU FDL 1.3.
    • When the automake --add-missing command causes the COPYING file to be installed, it will also warn that the license file should be added to source control.
In addition a few bugs were fixed.
cmake
cmake କୁ ସଂସ୍କରଣ 2.6.3କୁ ଉନ୍ନୟନ କରାଯାଇଛି। ଏହି ଅଦ୍ୟତନରେ ଅନେକ ତ୍ରୁଟି ନିବାରଣ ଅନ୍ତର୍ଭୁକ୍ତ। ସମ୍ପୂର୍ଣ୍ଣ ତାଲିକା ପାଇଁ http://www.cmake.org/files/v2.6/CMakeChangeLog-2.6.3କୁ ପରିଦର୍ଶନ କରନ୍ତୁ।
cpanspec
Fedora 11 ରେ cpanspec ର ସଂସ୍କରଣ 1.78 ଅନ୍ତର୍ଭୁକ୍ତ। ଅନେକ ତ୍ରୁଟି ନିବାରଣ ସହିତ, ସେଠାରେ କିଛି ଅତିରିକ୍ତ ନିର୍ଦ୍ଦେଶନାମା ବିକଳ୍ପ ଅଛି।
meld
meld 1.2.1:
  • Pygtk ସଂସ୍କରଣ 2.8 ବର୍ତ୍ତମାନ ଆବଶ୍ୟକ।
  • gtk.UIManagerକୁ ସଂଯୋଗିକୀ
  • ଉପସଂସ୍କରଣ ପଥଗୁଡ଼ିକରେ ଖାଲିସ୍ଥାନଗୁଡ଼ିକୁ ନିୟନ୍ତ୍ରଣ କରନ୍ତୁ।
  • ନିର୍ଦ୍ଦେଶ ନାମା ସ୍ୱୟଂ ତୁଳନା ସମସ୍ତ ବିକଳ୍ପ ଆରମ୍ଭରେ।
  • ନିର୍ଦ୍ଦେଶନାମାରେ ଅନେକ ପାର୍ଥକ୍ୟକୁ ଆରମ୍ଭ କରାଯାଇଛି।
  • ଅନେକ UI ଝଟକଗୁଡ଼ିକ (ଉତ୍ତମ ଲକ୍ଷ୍ୟ ଆଚରଣ, ଉତ୍ତମ ପୂର୍ବନିର୍ଦ୍ଧାରିତ।)
patchutils
ସଂସ୍କରଣ 0.3.1 ରେ କିଛି ସଂଖ୍ୟକ ଗୌଣ ଉନ୍ନୟନ ଏବଂ ତ୍ରୁଟି ନିବାରଣ ଅନ୍ତର୍ଭୁକ୍ତ।

6.3.9. ପୁନରୀକ୍ଷଣ ନିୟନ୍ତ୍ରଣ ସାଧନ

bzr
The bzr package has been upgraded to 1.12 which includes a large number of new features and bug fixes over the 1.7 version in Fedora 10. The bzr user is encouraged to visit the project's webpage at http://www.bazaar-vcs.org/ to review these improvements.
cvs2svn
cvs2svn ପ୍ୟାକେଜକୁ 2.2.0ରେ ଅଦ୍ୟତିତ ହୋଇଛି। ତ୍ରୁଟି ନିବାରଣ ସହିତ, ସେଠାରେ ବହୁସଂଖ୍ୟକ ନୂତନ ବିଶେଷତା ଅଛି। ବିସ୍ତୃତ ବିବରଣୀ ପାଇଁ http://cvs2svn.tigris.org/source/browse/cvs2svn/tags/2.2.0/CHANGES କୁ ପରିଦର୍ଶନ କରନ୍ତୁ।
darcs
darcs ର ସଂସ୍କରଣ 2.2.0ରେ କିଛି ସଂଖ୍ୟକ ବିଶେଷଗୁଣ ଅନ୍ତର୍ଭୁକ୍ତ। http://allmydata.org/trac/darcs-2/browser/NEWSରେ ଚେଞ୍ଜଲଗକୁ ଅନୁସରଣ କରନ୍ତୁ।
giggle
0.4.90ରେ ଅଧିକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ:
  • ଚାଳକ ଅନ୍ତରାପୃଷ୍ଠକୁ ନାଟକୀୟ ଭାବରେ ସଫାକରାଯାଇଛି।
  • ଫାଇଲ ବ୍ରାଉଜିଙ୍ଗ ଦୃଶ୍ୟକୁ ପୁନଃସ୍ଥାପନ କରାଯାଇଛି ଏବଂ ବର୍ତ୍ତମାନ ଟୀକା ସମର୍ଥନ ଅଛି।
  • ସକ୍ଷେପ ଦୃଶ୍ୟଟି ଯାଇସାରିଛି।
  • ସେଠାରେ ବର୍ତ୍ତମାନ ପ୍ଲଗଇନ ତନ୍ତ୍ରର ମୌଳିକଗୁଡ଼ିକ ଅଛି।
  • The revision view shows avatars retrieved from Gravatar.
git
git ପ୍ୟାକେଜକୁ 1.6.2କୁ ଅଦ୍ୟତିତ କରାଯାଇଛି। ଅନ୍ୟ ପରିବର୍ତ୍ତନଗୁଡ଼ିକ ସହିତ, Fedora ପ୍ୟାକେଜଗୁଡ଼ିକ ବର୍ତ୍ତମାନ ଅପଷ୍ଟ୍ରିମ ପୂର୍ବନିର୍ଦ୍ଧାରିତକୁ ଅନୁସରଣ କରନ୍ତି ଏବଂ git-* ନିର୍ଦ୍ଦେଶର ପ୍ରମଖକୁ ପୂର୍ବନିର୍ଦ୍ଧାରିତ PATH ବାହାରେ ସ୍ଥାପନ କରନ୍ତି। ଯଦି ଆପଣଙ୍କ ପାଖରେ git-* ଦ୍ୱିମିକଗୁଡ଼ିକୁ ଡାକିବା ପାଇଁ ସ୍କ୍ରିପ୍ଟ ଅଛି, ତେବେ ଆପଣଙ୍କୁ ଉତ୍ସାହିତ କରାଯାଉଛି ଯେ ଆପଣ git foo ଶୈଳୀକୁ ପରିବର୍ତ୍ତନ କରନ୍ତୁ। ଯଦି ଏହା ସମ୍ଭବ ନୁହଁ, ତେବେ ଆପଣ ଆପଣଙ୍କର PATHକୁ ସଜାଡ଼ିପାରିବେ। ଏହା କରିବା ପାଇଁ Git ଗୋଟିଏ ସହଜ ପଦ୍ଧତି ପ୍ରଦାନ କରିଅଛି:
PATH=$(git --exec-path):$PATH
git ହୁକଗୁଡ଼ିକ $(git --exec-path) ସହିତ ସେମାନଙ୍କର PATHରେ ଚାଲିଥାଏ ବୋଲି ମନେରଖିବା ଲାଭଦାୟକ।
mercurial
ସଂସ୍କରଣ 1.1.2 କୁ Fedora 11 ସହିତ ବହୁସଂଖ୍ୟକ ନୂତନ ବିଶେଷତା ସହିତ ଅନ୍ତର୍ଭୁକ୍ତ। mercurial at http://www.selenic.com/mercurial/wiki/index.cgi/WhatsNew ପାଇଁ ପ୍ରକାଶନ ଟିପ୍ପଣୀକୁ ଅନୁସରଣ କରନ୍ତୁ।
monotone
In addition to a number of bugfixes, the new monotone 0.42 includes the following changes:
  • The output of automate show_conflicts has been changed; a default resolution for file content conflicts and user resolutions for other conflict types has been added. directory_loop_created changed to directory_loop.
  • The French, Brazilian-Portuguese, and Japanese translations were outdated and thus have been removed from the distribution. In case you care about them and want them back, drop us a note at mailto:monotone-devel@nongnu.org.
... and the following new features:
  • New mtn ls duplicates command which lets you list duplicated files in a given revision or the workspace.
  • New option --no-workspace, to make monotone ignore any workspace it might have been run in.
  • New command group mtn conflicts * provides asynchronous conflict resolutions for merge and propagate.
  • New automate file_merge command which runs the internal line merger on two files from two revisions and outputs the result.
  • New automate lua command to call lua functions over automate, similar to monotone hooks. This is particularly useful to get user defaults, like ignorable files, branch keys and passwords, which are managed through one or more monotonerc files.
  • New automate read_packets command that reads data packets like public keys similar to mtn read.
  • The merge and propagate commands accept user commit messages; the merge rev rev or propagate branch branch message will be prefixed to the user message. --no-prefix removes the prefix.
ଉପସଂସ୍କରଣ
1.5.5ରେ ଚାଳକ ଦୃଶ୍ୟମାନ ପରିବର୍ତ୍ତନଗୁଡ଼ିକ:
  • Allow prop commits on dirs with modified children.
  • Make Cyrus auth implementation always prefer EXTERNAL to ANONYMOUS.
  • Do not create mergeinfo for wc-wc moves or copies
  • Do not autoupgrade old BDB filesystems to 1.5 or 1.4 format
  • Return mergeinfo to prior state during reverse merges
  • Remove mergeinfo deleted by merge
  • Make proxy slaves pass through txn GET and PROPFIND requests
  • Merge can now use targets with inconsistent newlines2
  • Don't allow empty-string changelists
  • Remove false positive ra_neon mergeinfo errors
  • svn merge --reintegrate ର କାର୍ଯ୍ୟକାରୀତାକୁ ଉନ୍ନତ କରନ୍ତୁ
  • ସ୍ଥିର: ବାହାର ମିଶ୍ରଣ ବାହାର ସଂଗ୍ରହାଳୟର UUID ରଖିଥାଏ
  • Fixed: properly encode diff headers used in conflict resolution
  • ସ୍ଥିର: svn cp --parentsରେ segfault
  • Fixed: mergeinfo for '...' maps to empty revision range
  • Fixed: segfault in BDB backend node-origins cache
  • Fixed: broken merge if target's history includes resurrections
  • Fixed: invalid mergeinfo created on a subtree during merge
svn2cl
svn2cl ପ୍ୟାକେଜକୁ 0.11କୁ ଅଦ୍ୟତିତ କରାଯାଇଛି। ପ୍ରକାଶନ 0.10 ପରଠାରୁ ପରିବର୍ତ୍ତନ:
  • କ୍ଷୁଦ୍ର ବହନୀୟ ଉନ୍ନତିଗୁଡ଼ିକ
  • Fix for OpenBSD's ksh.
tkcvs
ସଂସ୍କରଣ 8.2ରେ ପରିବର୍ତ୍ତନଗୁଡ଼ିକ:
  • The Branch Browser can now draw merge arrows for merges tracked by Subversion 1.5's mergeinfo property and CVSNT's mergepoint feature. The work-around of using tags is no longer necessary, if your Subversion or CVSNT server and client support their own merge tracking.
  • The Branch Browser has a new search ability, so you can highlight a revision on the diagram by its version, date, tag, or author.
  • The Log button in the Branch Browser always produces a full log of revisions on the selected branch instead of inappropriately following the Directory Browser's "Log Detail" setting.
  • If your SVN repository has a structure that's functionally similar to trunk, branches, and tags but with different names, you can tell TkCVS about it by setting variables in tkcvs_def.tcl:
    • cvscfg(svn_trunkdir)
    • cvscfg(svn_branchdir)
    • cvscfg(svn_tagdir)

6.3.10. ଅନ୍ୟାନ୍ୟ ଉନ୍ନତିମୂଳକ ସାଧନଗୁଡ଼ିକ

amqp
The AMQP specification has been updated to 1.0.738618 reflecting recent work on the specification. Project site: http://www.amqp.org.
binutils
binutils ପ୍ୟାକେଜକୁ 2.19.51.0.2କୁ ଅଦ୍ୟତିତ କରାଯାଇଛି।ଏହା ଗୋଟିଏ ଗୌଣ ଅଦ୍ୟତନ, http://sources.redhat.com/binutils କୁ ଅନୁସରଣ କରନ୍ତୁ।
coccinelle (spatch)
coccinelle ପ୍ୟାକେଜ ସେମାଣ୍ଟିକ ପ୍ୟାଚଗୁଡ଼ିକୁ C ସଙ୍କେତ ପାଇଁ ସକ୍ରିୟ କରିଛନ୍ତି, ବିଶେଷ କରି Linux କର୍ଣ୍ଣଲ ପ୍ୟାଚଗୁଡ଼ିକ।
ସେମାଣ୍ଟିକ ପ୍ୟାଚିଙ୍ଗ ବିଷୟରେ LWN ବସ୍ତୁକୁ ଅନୁସରଣ କରନ୍ତୁ (http://lwn.net/Articles/315686/) and the Coccinelle home page (http://www.emn.fr/x-info/coccoinelle)।
cproto
କିଛି ତ୍ରୁଟି ନିବାରଣ ସହିତ, ନିମ୍ନଲିଖିତ ପରିବର୍ତ୍ତନଗୁଡ଼ିକ କରାଯାଇଛି:
  • ପରିବର୍ତ୍ତିତ cpp ନିର୍ଦ୍ଦେଶକୁ stderr କୁ /dev/null ଯଦି -q ବିକଳ୍ପ ପ୍ରଦାନ କରାଯାଇଛି, non-cpp ଧାରାର ସ୍ଥିରତା ପାଇଁ
  • ଯୋଗ କରାଯାଇଛି --disable-leaksକୁ ସଂରଚନା କରାଯାଇଛି ବିକଳ୍ପ।
  • macro ର ସଂରଚନାକୁ ବ୍ୟବହାର କରନ୍ତୁCF_XOPEN_SOURCE ନିର୍ମାଣ ପାଇଁ macro mkstemp() Linux ଉପରେ ମୂଳ ରୂପାୟନ କରାଯାଇଛି।
  • isascii() ବ୍ୟବହାରକୁ କଢ଼ାଯାଇଛି।
http://freshmeat.net/projects/cproto/
elfutils
The elfutils package has been updated to 0.140 (from 0.137). In addition to a number of bug fixes, it adds Intel SSE4 disassembler support and automatic decompression of ELF files. For the full story, refer to the NEWS file at http://fedorahosted.org/elfutils/browser/NEWS.
libtool
Fedora 11 includes libtool 2.2.6, which is a complete rewrite of the version 1.5 in Fedora 10. The upstream project has released a number of interim versions that were not reflected in Fedora. For a complete history, refer to http://www.gnu.org/software/libtool/news.html.
livecd-tools
The livecd-tools version 021 includes a number of bug fixes and corrects some oversights, including support for ext4 filesystems and creating large ISOs using UDF.
mcrypt
Version 2.6.8 of mcrypt is largely a source code cleanup and should not affect functionality. Refer to the NEWS file for details.
scons
scons 1.2.0 ଟି ଗୋଟିଏ ଗୌଣ ଉନ୍ନୟନ 1.0.0। ପରିବର୍ତ୍ତନଗୁଡ଼ିକର ବିସ୍ତୃତ ତାଲିକା ପାଇଁ http://www.scons.org/CHANGES.txt କୁ ଅନୁସରଣ କରନ୍ତୁ।
srecord
ସଂସ୍କରଣ 1.46 ରେ ନିମ୍ନଲିଖିତ ପରିବର୍ତ୍ତନଗୁଡ଼ିକ ଅନ୍ତର୍ଭୂକ୍ତ ହୋଇଥାଏ:
  • There is a new option for the --x-e-length filters, they can now accept a width, and this is divided into the byte length, so that you can insert the length in units of words (2) or longs (4).
  • Some small corrections have been made to the documentation.
  • The -minimum and -maximum options have been renamed -minimum-address and -maximum-address, to avoid a command line grammar syntax problem.
swig
swig ପ୍ୟାକେଜ C/C++/Objective C କୁ କିଛି ଉଚ୍ଚ ସ୍ତରୀୟ ପ୍ରଗ୍ରାମିଙ୍ଗ ଭାଷା ସହିତ ସଂଯୁକ୍ତ ହୋଇଥାଏ। କିଛି ସଂଖ୍ୟକ ପରିବର୍ତ୍ତନ ସହିତ Fedora 11 ରେ ସଂସ୍କରଣ 1.3.38କୁ ଅନ୍ତର୍ଭୁକ୍ତ କରିଥାଏ:
  • Enhancement to directors to wrap all protected members.
  • Optimization feature for objects returned by value.
  • A few bugs fixes in the PHP, Java, Ruby, R, C#, Python, Lua, and Perl modules.
  • ଅନ୍ୟାନ୍ୟ ଗୌଣ ସାଧାରଣ ତ୍ରୁଟି ନିବାରଣ।
ପ୍ରକଳ୍ପ ସାଇଟ: http://swig.sourceforge.net/
translate-toolkit
The translate-toolkit has been updated to 1.3.0. There are a large number of changes that affect specific languages. Refer to the ChangeLog file for full details.