ସଙ୍କେତ ସମ୍ପୂର୍ଣ୍ଣ ସହିତ PHP ସମର୍ଥନ, Xdebug ଏବଂ ୱେବ ସର୍ଭିସ ବିଶେଷତା।
JavaFX 1.0 ସମର୍ଥନ ଜୀବନାୟନ, ଅଧିକ ସୂଚୀ ପ୍ରୟୋଗ ଉନ୍ନତି ପାଇଁ ଆଲେଖୀ ଏବଂ ମେଡିଆ ସଙ୍କେତକ।
Groovy ଏବଂ Grails ପାଇଁ ନୂତନ ସମର୍ଥନ।
ଉନ୍ନତ JavaScript, AJAX ଏବଂ Ruby ସମର୍ଥନ।
Java ଏବଂ Java EE ପ୍ରୟୋଗ ପାଇଁ ସ୍ୱୟଂଚାଳିତ ସଂକଳନ ଏବଂ ପ୍ରୟୋଗର ସଂରକ୍ଷଣ।
ଉନ୍ନତ ତଥ୍ୟାଧାର ସମର୍ଥନ: SQL ପୁରୁଣା ତଥ୍ୟ, SQL ସମ୍ପୂର୍ଣ୍ଣତା, ଏବଂ ଫଳାଫଳ ଦର୍ଶନ ଏବଂ ସମ୍ପାଦନ ଉନ୍ନତିଗୁଡ଼ିକ।
ତଥ୍ୟ ବନ୍ଧନ ପାଇଁ ଉନ୍ନତ Java ME ସମର୍ଥନ, SVG ଏବଂ ଇଚ୍ଛାମୁତାବକ ଉପାଦାନ ସୃଷ୍ଟି।
GUI ନିର୍ମାତା: Nimbus ଏବଂ ସରଳ ଶ୍ରେଣୀନାମ ପାଇଁ ସମର୍ଥନ।
JUnit: ଏକକ ପରୀକ୍ଷଣ ପଦ୍ଧତି ସମର୍ଥନ।
ତ୍ରୁଟି ନିବାରକ: ବିଶେଷତାରେ ପଦକ୍ଷେପର ପୁନଃ ସଂରଚନା।