Fedora 11 ର ଆଭାସୀକରଣରେ କେତେଗୁଡ଼ିଏ ମୁଖ୍ୟ ପରିବର୍ତ୍ତନ,ଏବଂ ନୂତନ ବିଶେଷଗୁଣଗୁଡ଼ିକ ଅନ୍ତର୍ଭୁକ୍ତ, ଯାହାକି KVM, Xen, ଏବଂ ଅନ୍ୟାନ୍ୟ ଆଭାସୀ ଯନ୍ତ୍ରକୁ ସମର୍ଥନ ଦେଇଥାଏ।
5.3.1. ଆଭାସୀ ଯନ୍ତ୍ର ପରିଚାଳନା ପାଇଁ ଉନ୍ନତତର VNC ପ୍ରାଧିକରଣ
Fedora 11 introduces the ability to use the SASL protocol for authenticating VNC connection to KVM and QEMU virtual machines. SASL is a pluggable system, allowing many different authentication mechanisms to be configured without changing the application code. The use of SASL, in combination with existing TLS encryption support, will allow clients like vinagre, virt-viewer and virt-manager to securely connect to remote virtual machine consoles hosted on Fedora servers. In environments where Kerberos is deployed, this further allows for secure single sign on to the VNC server. This new authentication capability obsoletes the traditional VNC password scheme which is not sufficiently secure.
5.3.2. ଆଭାସୀ ଯନ୍ତ୍ରଗୁଡ଼ିକ ପାଇଁ ଉନ୍ନତତର ଆଲେଖୀ କୋନସୋଲ
Previous Fedora virtual guest consoles were limited to a screen resolution of 800x600, and the PS2 mouse pointer operated in relative coordinate mode. This prevented the guest pointer from tracking the local client pointer one for one.
Fedora 11 provides more accurate mouse pointer positioning and higher screen resolutions for virtual machine consoles. Fedora 11 guests default to a screen resolution of at least 1024x768, and are provided with a USB tablet in absolute coordinate mode. This results in a mouse pointer which tracks the local client pointer one for one.
5.3.3. KVM PCI ଉପକରଣ କାର୍ଯ୍ୟଭାର
Fedora 11 expands its virtualization capabilities to include KVM PCI device assignment support. KVM users can now give virtual machines exclusive access to physical PCI devices using Fedora's virtualization tools, including the Virtual Machine Manager application.
ଟୀକା
Hardware requirements: Intel VT-d or AMD IOMMU hardware platform support is required in order for this feature to be available.
5.3.4. KVM ଏବଂ QEMU ମିଶ୍ରଣ
QEMU provides a processor and system emulator which enables users to launch guest virtual machines of the same architecture as the host machine or of a dramatically different architecture. KVM provides kernel level support for running guests of the same architecture as the host.
QEMU takes advantage of KVM to run guests directly on the hardware without any translation needed by the host, allowing much higher levels of performance.
Fedora 11 includes a merge of the
qemu and
kvm RPMs. The
kvm package is now obsoleted by
pngqemu-kvm. The merging of the two code bases continues upstream, but the Fedora package maintainers have chosen to merge the packages now in order reduce the maintenance burden and provide better support.
5.3.5. SVirt Mandatory Access Control
Fedora 11 integrates SELinux's Mandatory Access Control with Virtualization. Virtual machines can now be much more effectively isolated from the host and one another, giving the increased assurance that security flaws cannot be exploited by malicious guests.
5.3.6. Offline Manipulation of Virtual Machines
libguestfs is a new library for accessing and modifying guest disk images. Using Linux kernel and QEMU code, libguestfs can access any type of guest filesystem that Linux and QEMU can.
The following tools are provided by libguestfs:
guestfish - Provides an interactive shell for editing virtual machine filesystems and executing commands in the context of the guest.
virt-inspector - Displays OS version, kernel, drivers, mount points, applications, etc. in a virtual machine.
Bindings for OCaml, Perl, Python, Ruby, and Java programming languages.
ପରବର୍ତ୍ତି ବିସ୍ତୃତ ବିବରଣୀ ପାଇଁ ଅନୁସରଣ କରନ୍ତୁ:
ଫେଡ଼ୋରା ମଧ୍ଯ ନିମ୍ନଲିଖିତ ଆଭାସୀକରଣ ଉନ୍ନତିଗୁଡ଼ିକୁ ଅନ୍ତରଭୁକ୍ତ କରେ:
5.3.7.1. QEMU 0.10.0 କୁ ଅଦ୍ୟତିତ
QEMU is a generic and open source machine emulator and virtualizer.
When used as a machine emulator, QEMU can run OSes and programs made for one machine (e.g. an ARM board) on a different machine (e.g. your own PC). By using dynamic translation, it achieves very good performance.
When used as a virtualizer, QEMU achieves near native performance by executing the guest code directly on the host CPU. A host driver called the QEMU accelerator (also known as KQEMU) is needed in this case. The virtualizer mode requires that both the host and guest machine use x86 compatible processors.
0.9.1 ପରଠାରୁ ନୂତନ ବିଶେଷତା ଏବଂ ଉନ୍ନତି:
TCG ସମର୍ଥନ - GCC 3.x ଆଉ ଆବଶ୍ୟକ ନାହିଁ
କର୍ଣ୍ଣଲ ଆଭାସୀ ଯନ୍ତ୍ର ତ୍ୱରକ ସମର୍ଥନ
BSD ଚାଳକ ଖାଲିସ୍ଥାନ ଯନ୍ତ୍ରାନୁକରଣ
Bluetooth ଯନ୍ତ୍ରାନୁକରଣ ଏବଂ ଆଧାର ଯାତାୟତ ସମର୍ଥନ
GDB XML ପଞ୍ଜିକରଣ ବର୍ଣ୍ଣନା ସମର୍ଥନ
Intel e1000 ଯନ୍ତ୍ରାନୁକରଣ
HPET ଯନ୍ତ୍ରାନୁକରଣ
VirtIO ଆଂଶିକ ଆଭାସୀ ଉପକରଣ ସମର୍ଥନ
Marvell 88w8618 / MusicPal ଯନ୍ତ୍ରାନୁକରଣ
Nokia N-କ୍ରମିକ ଟ୍ୟାବଲେଟ ଯନ୍ତ୍ରାନୁକରଣ / OMAP2 ସଂଚାଳକ ଯନ୍ତ୍ରାନୁକରଣ
PCI ହଟପ୍ଲଗ ସମର୍ଥନ
ଜୀବନ୍ତ ସ୍ଥାନାନ୍ତରଣ ଏବଂ ନୂତନ ସଂରକ୍ଷଣ/ପୁନସ୍ଥାପନ ଶୈଳୀ
ବିପଦ ଦୃଶ୍ୟ ସମର୍ଥନ
ସମର୍ଥିତ ବ୍ଲକ ଶୈଳୀଗୁଡ଼ିକୁ ସ୍ଥାପନ କରିବା ପାଇଁ qemu-nbd ଉପଯୋଗୀତା
PPC ଯନ୍ତ୍ରାନୁକରଣରେ Altivec ସମର୍ଥନ ଏବଂ ନୂତନ ଫର୍ମୱେର (OpenBIOS)
ଏକାଧିକ VNC ଗ୍ରହକମାନେ ବର୍ତ୍ତମାନ ସମର୍ଥିତ
TLS ଗୂଢ଼ଲିଖନ ବର୍ତ୍ତମାନ VNCରେ ସମର୍ଥିତ
ଅନେକ,ବଡ଼ ତ୍ରୁଟି ନିବାରଣ ଏବଂ ନୂତନ ବିଶେଷତା
5.3.7.2. KVM 84କୁ ଅଦ୍ୟତିତ
KVM (କର୍ଣ୍ଣଲ ଆଧାରିତ ଆଭାସୀ ଯନ୍ତ୍ରରେ) ଟି x86 ହାର୍ଡୱେର ଉପରେ Linux ପାଇଁ ସମ୍ପୂର୍ଣ୍ଣ ଆଭାସୀ ସମାଧାନ
KVM ବ୍ୟବହାର କରି, ଜଣେ ଅପରିବର୍ତ୍ତନୀୟ Linux କିମ୍ବା Windows ଏକାଧିକ ଆଭାସୀ ଯନ୍ତ୍ରକୁ ଚଲାଇଥାଏ। ପ୍ରତ୍ୟେକ ଆଭାସୀ ଯନ୍ତ୍ରରେ ବ୍ୟକ୍ତିଗତ ଆଭାସୀ ହାର୍ଡୱେର ଥାଏ: ଗୋଟିଏ ନେଟୱର୍କ କାର୍ଡ଼,ଡିସ୍କ, ଆଲେଖୀକ ଏଡପ୍ଟର, ଇତ୍ୟାଦି।
5.3.7.3. libvirt 0.6.1 କୁ ଅଦ୍ୟତିତ
libvirt ପ୍ୟାକେଜ Linuxର ସାମ୍ପ୍ରତିକ ସଂସ୍କରଣର ଆଭାସୀକରଣ କ୍ଷମତା ସହିତ ଯୋଗାଯୋଗ କରିବା ପାଇଁ ସାଧନ ଏବଂ API ପ୍ରଦାନ କରିଥାଏ (ଏବଂ ଅନ୍ୟାନ୍ୟ OSes)। libvirt ସଫ୍ଟୱେରଟି ନିମ୍ନଲିଖିତ ପାଇଁ ସମର୍ଥନ ସହିତ ସମସ୍ତ ଆଭାସୀକରଣ ପ୍ରଯୁକ୍ତିଜ୍ଞାନ ମଧ୍ଯରେ ସାଧାରଣ ବିଭାଜକ ପାଇଁ ନିର୍ମିତ:
ଲିନକ୍ସ ଏବଂ ସୋଲାରିସ ଆଧାର ଉପରେ Xen ହାଇପରଭାଇଜର.
QEMU ଯନ୍ତ୍ରାନୁକାରୀ
KVM ଲିନକ୍ସ ହାଇପରଭାଇଜର
LXC ଲିନକ୍ସ ଧାରଣ ତନ୍ତ୍ର
OpenVZ ଲିନକ୍ସ ଧାରଣ ତନ୍ତ୍
IDE/SCSI/USB ଡିସ୍କ, FibreChannel, LVM, iSCSI, ଏବଂ NFSରେ ଥିବା ଭଣ୍ଡାର
5.3.7.4. virt-manager 0.7.0 କୁ ଅଦ୍ୟତିତ ହୋଇଛି
virt-manager ପ୍ୟାକେଜ virtinst
ଏବଂ libvirt
କାର୍ଯ୍ୟର ଗୋଟିଏ GUI ପ୍ରୟୋଗ ପ୍ରଦାନ କରିଥାଏ।
5.3.7.5. virtinst 0.400.3 କୁ ଅଦ୍ୟତିତ ହୋଇଛି
python-virtinst ପ୍ୟାକେଜ ଏକାଧିକ VM ଅତିଥି ପ୍ରତିଛବି ଶୈଳୀକୁ ସ୍ଥାପନ ଏବଂ ପ୍ରକଳନ କରିବା ପାଇଁ ଉପକରଣ ଧାରଣ କରିଥାଏ.
5.3.7.6. Xen 3.3.1 କୁ ଅଦ୍ୟତିତ
Fedora 11 ଅତିଥି domU ପରି ବୁଟ କରିବାକୁ ସମର୍ଥନ କରିଥାଏ, କିନ୍ତୁ dom0 ପରି କାର୍ଯ୍ୟ କରିନଥାଏ ଯେପର୍ଯ୍ୟନ୍ତ ଏହି ପ୍ରକାର ସମର୍ଥନ ଅପଷ୍ଟ୍ରିମ କର୍ଣ୍ଣଲରେ ପ୍ରଦାନ କରାଯାଇନଥାଏ। Xen 3.4 ପାଇଁ pv_ops dom0 କୁ ସମର୍ଥନ କରାଯାଇଥାଏ.
Xen 3.3.1 ଟି 3.3 କ୍ରମ ଗୋଟିଏ ପରିଚାଳନା ପ୍ରକାଶନ।
ପରବର୍ତ୍ତି ବିସ୍ତୃତ ବିବରଣୀ ପାଇଁ ଅନୁସରଣ କରନ୍ତୁ:
5.3.8. Xen କର୍ଣ୍ଣଲ ସମର୍ଥନ
Fedora 11ରେ kernel ପ୍ୟାକେଜ ଅତିଥି domU ଭାବରେ ବୁଟ କରିବାକୁ ସମର୍ଥନ କରିଥାଏ, କିନ୍ତୁ dom0 ପରି କାର୍ଯ୍ୟ କରିନଥାଏ ଯେପର୍ଯ୍ୟନ୍ତ ଏହି ପ୍ରକାର ସମର୍ଥନ ଅପଷ୍ଟ୍ରିମରେ ପ୍ରଦାନ କରାଯାଇନଥାଏ। କାର୍ଯ୍ୟ ଚାଲିଥାଏ ଏବଂ kernel 2.6.30 ଏବଂ Fedora 12ରେ ଅନ୍ତର୍ଭୁକ୍ତ କରାଯାଇଥାଏ।
dom0 ସମର୍ଥନ ସହିତ ସାମ୍ପ୍ରତିକ Fedora ପ୍ରକାଶନଟି ହେଉଛି Fedora 8.
Fedora 11 ଆଧାରରେ Xen domU ଅତିଥିକୁ ବୁଟ କରିବା ପାଇଁ KVM ଆଧାରିତ xenner ଆବଶ୍ୟକ କରେ। Xenner ଅତିଥି କର୍ଣ୍ଣଲକୁ ଚଲାଏ ଏବଂ ତାହା ସଙ୍ଗେ ଗୋଟିଏ ଛୋଟ Xen emulator କୁ KVM ଅତିଥି ଭାବରେ ଚଲାଇଥାଏ।
ଗୁରୁତ୍ବପୂର୍ଣ୍ଣ
KVM ହାର୍ଡୱେର ଆଭାସୀକରଣ ବିଶେଷତାଗୁଡ଼ିକୁ ଆଧାର ତନ୍ତ୍ରରେ ଆବଶ୍ୟକ କରିଥାଏ। ହାର୍ଡୱେର ଆଭାସୀକରଣ ଅଭାବଥିବା ତନ୍ତ୍ରଗୁଡ଼ିକ ଏହି ସମୟରେ Xen ଅତିଥିକୁ ସମର୍ଥନ କରେନାହିଁ।
ଅଧିକ ସୂଚନା ପାଇଁ ଅନୁସରଣ କରନ୍ତୁ: