Product SiteDocumentation Site

4.3. ମୁଦ୍ରଣ କରୁଅଛି

In this release, system-config-printer uses PolicyKit to control access to restricted cups functionality. The following functions are controlled via PolicyKit policies currently:
  • ସ୍ଥାନୀୟ ମୁଦ୍ରଣୀଗୁଡ଼ିକୁ ଯୋଗକରନ୍ତୁ/କାଢ଼ନ୍ତୁ/ସମ୍ପାଦନ କରନ୍ତୁ
  • ସୁଦୂର ମୁଦ୍ରଣୀଗୁଡ଼ିକୁ ଯୋଗକରନ୍ତୁ/କାଢ଼ନ୍ତୁ/ସମ୍ପାଦନ କରନ୍ତୁ
  • ଶ୍ରେଣୀଗୁଡ଼ିକୁ ଯୋଗକରନ୍ତୁ/କାଢ଼ନ୍ତୁ/ସମ୍ପାଦନ କରନ୍ତୁ
  • ମୁଦ୍ରଣୀକୁ ସକ୍ରିୟ/ନିଷ୍କ୍ରିୟ କରନ୍ତୁ
  • ମୁଦ୍ରଣୀକୁ ପୂର୍ବନିର୍ଦ୍ଧାରିତ ମୁଦ୍ରଣୀ ଭାବରେ ସେଟ କରନ୍ତୁ
  • ସର୍ଭର ସଂରଚନାକୁ ଗ୍ରହଣ କରନ୍ତୁ/ସେଟ କରନ୍ତୁ
  • ଅନ୍ୟ ଚାଳକ ଦ୍ୱାରା ନିଜର କରାଯାଇଥିବା ଗୋଟିଏ କାର୍ଯ୍ୟକୁ ପୁନଚଳନ/ବାତିଲ/ସମ୍ପାଦନ କରନ୍ତୁ
  • ଗୋଟିଏ କାର୍ଯ୍ୟକୁ ପୁନଚଳନ/ବାତିଲ/ସମ୍ପାଦନ କରନ୍ତୁ