Product SiteDocumentation Site

6.9. Linux Kernel

Fedora 11 ରେ 2.6.29 କର୍ଣ୍ଣଲ ଉପରେ ଆଧାର କରି ଏହି ବିଭାଗଟି ପରିବର୍ତ୍ତନ ଏବଂ ଆବଶ୍ୟକତା ସୂଚନାକୁ ଧାରଣ କରିଥାଏ।

6.9.1. Improved Performance and Reduced Power with relatime

The relatime option is now enabled by default in Fedora 11. It improves filesystem performance and reduces power consumption.
The POSIX standard requires operating systems to keep track of the last time each file was accessed by an application or the user, and to store this timestamp as part of the filesystem data. This timestamp, called atime, is used in finding out which files are never used (to clean up the /tmp directory for example) or if a file has been looked at after it was last changed.
A significant downside to atime is that every time a file is accessed, the kernel has to write a new timestamp to the disk, at least after a few seconds of activity. These disk writes keep the disk and the link to the disk busy, which costs both performance and power.
Because some programs use atime, disabling by default is not practical. The Linux kernel has a feature called relatime, which is an effective compromise between having some of the information that atime provides, without having the disk time updated as regularly. It works by updating the atime field on disk only if the file hasn't been accessed since the last time it was accessed (to provide the new email detection capability) or when the last access was more than 1 day ago (to help programs and users clean up unused files in the /tmp directory). An improved version of relatime has been merged upstream by Fedora developers in the 2.6.30 kernel and backported to the Fedora 11 kernel.

6.9.2. ସଂସ୍କରଣ

ଫେଡ଼ୋରା ଅତିରିକ୍ତ ପ୍ୟାଚଗୁଡ଼ିକୁ କର୍ଣ୍ଣଲରେ ଉନ୍ନତି, ତ୍ରୁଟି ନିବାରଣ, କିମ୍ବା ଅତିରିକ୍ତ ଗୁଣ ପାଇଁ ଅନ୍ତର୍ଭୁକ୍ତ ହୋଇପାରେ. ଏହି କାରଣରୁ, ଫେଡ଼ୋରା କର୍ଣ୍ଣଲ kernel.org ୱେବ ସାଇଟରୁ ତଥାକଥିତ vanilla kernel ସହିତ ସମାନ ହୋଇନପାରେ.
ଏହି ପ୍ୟାଚଗୁଡ଼ିକର ତାଲିକା ପାଇବା ପାଇଁ, ଉତ୍ସ RPM ପ୍ୟାକେଜକୁ ଆହରଣ କରନ୍ତୁ ଏବଂ ତାହା ବିପକ୍ଷରେ ନିମ୍ନଲିଖିତ ନିର୍ଦ୍ଦେଶକୁ ଚଲାନ୍ତୁ:
rpm -qpl kernel-<version>.src.rpm

6.9.3. Changelog

ପରିବର୍ତ୍ତନଗୁଡ଼ିକର ଲଗକୁ ପ୍ୟାକେଜ ମଧ୍ଯକୁ କାଢ଼ିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶକୁ ଚଲାନ୍ତୁ:
rpm -q --changelog kernel-<version>
If you need a user friendly version of the changelog, refer to http://wiki.kernelnewbies.org/LinuxChanges. A short and full diff of the kernel is available from http://kernel.org/git. The Fedora version kernel is based on the Linus tree.
http://cvs.fedoraproject.orgରୁ ଇଚ୍ଛାମୁତାବକ ନିର୍ମିତ ଫେଡ଼ୋରା ସଂସ୍କରଣ ଉପଲବ୍ଧ।

6.9.4. କର୍ଣ୍ଣଲ ବିକାଶ ପାଇଁ ପ୍ରସ୍ତୁତ କରୁଅଛି

Fedora 11 ରେ ପୂର୍ବ ସଂସ୍କରଣରୁ ମିଳିଥିବା kernel-source ପ୍ୟାକେଜ ଅନ୍ତର୍ଭୁକ୍ତ ନାହିଁ। ଯେହେତୁ ବାହ୍ୟ ଏକକାଂଶ ନିର୍ମାଣ ପାଇଁ ବର୍ତ୍ତମାନ କେବଳ kernel-devel ପ୍ୟାକେଜ ଆବଶ୍ୟକ।

କର୍ଣ୍ଣଲ ନିର୍ମାଣକୁ ଇଚ୍ଛାମୁତାବକ କରନ୍ତୁ

କର୍ଣ୍ଣଲ ପ୍ରସ୍ତୁତି ଏବଂ ଇଚ୍ଛାରୂପଣ କର୍ଣ୍ଣଲ ମାନଙ୍କର କାର୍ଯ୍ଯକଳାପ ବିଷୟରେ ଅଧିକ ସୂଚନା ପାଇଁ http ://fedoraproject.org/wiki/Building_a_custom_kernel କୁ ପଢନ୍ତୁ।

6.9.5. ତ୍ରୁଟି ଖବର କରୁଅଛି

Linux କର୍ଣ୍ଣଲରେ ତ୍ରୁଟି ଖବର କରିବା ବିଷୟରେ ସୂଚନା ପାଇବା ପାଇଁ http://kernel.org/ pub/linux/docs/lkml/reporting-bugs.html କୁ ଅନୁସରଣ କରନ୍ତୁ। ଆପଣ ଫେଡ଼ୋରା ନିର୍ଦ୍ଦିଷ୍ଟ ତ୍ରୁଟି ଖବର କରିବା ପାଇଁ http://bugzilla.redhat.com କୁ ମଧ୍ଯ ବ୍ୟବହାର କରିପାରିବେ।