Product SiteDocumentation Site

5.12. HA କ୍ଲଷ୍ଟର ଅବସଂରଚନା

ଏହି ବିଭାଗଟି Fedora 10 ରେ ଥିବା କ୍ଲଷ୍ଟରିଙ୍ଗ ସାଧନଗୁଡ଼ିକର ପରିବର୍ତ୍ତନ ଏବଂ ସଂଯୋଗକୁ ଆଲୋକିତ କରିଥାଏ.

5.12.1. ନୂତନ ବିଶେଷ ଗୁଣଗୁଡ଼ିକ

ଏହି ବିଭାଗଟି ନୂତନ ଉଚ୍ଚ-ଉପଲବ୍ଧତା କ୍ଲଷ୍ଟରିଙ୍ଗ ସୂଚନାର ବିବରଣୀ ଦେଇଥାଏ।
  • Corosync କ୍ଲଷ୍ଟର ଯନ୍ତ୍ର
    • ଆଭାସୀ ସମତାଳ ଯୋଗାଯୋଗ ମଡେଲ ବ୍ୟବହାର କରି ପ୍ଲଗଇନ ଆଧାରିତ କ୍ଲଷ୍ଟର ଯନ୍ତ୍ର
      • ଉତ୍ତମ ଧରଣର ପ୍ଲଗଇନ ମଡେଲ ଏବଂ ପ୍ଲଗଇନ API
      • ଅତି ଉଚ୍ଚ କାର୍ଯ୍ୟକାରୀ ସନ୍ଦେଶ, 300k ସନ୍ଦେଶଗୁଡ଼ିକ/ସେକଣ୍ଡ ପର୍ଯ୍ୟନ୍ତ 32 ନୋଡଗୁଡ଼ିକ ସର୍ଭିସ ଯନ୍ତ୍ର ବିକାଶକାରୀ ଅଛି।
      • ସର୍ଭିସ ଯନ୍ତ୍ର ବିକାଶକାରୀ ପାଇଁ ଅଧିକାଂଶ ସର୍ଭିସ ପ୍ରଦାନ କରିଥାଏ
      • ଉଠାଯୋଗ୍ୟ ପ୍ରୟୋଗ ବିକାଶ ପାଇଁ ଅଧିକାଂଶ ଅନ୍ୟାନ୍ୟ Linux ବଣ୍ଟନଗୁଡ଼ିକରେ ଥିବା ମାନକ।
      • ମିଶ୍ରିତ 32/64 ବିଟ ଚାଳକ ପ୍ରୟୋଗଗୁଡ଼ିକ ସହିତ କାର୍ଯ୍ୟ କରିଥାଏ, 32/64 ବିଟ ବଡ଼ ଏବଂ ଛୋଟ ଏଣ୍ଡିଆନ ସମର୍ଥନ।
      • ସମ୍ପୂର୍ଣ୍ଣ IPv4 ଏବଂ IPv6 ସମର୍ଥନ
    • ନିମ୍ନଲିଖିତ ପ୍ଳଗଇନ ସର୍ଭିସ ଯନ୍ତ୍ର ଏବଂ C APIଗୁଡ଼ିକୁ ପ୍ରଦାନ କରିଥାଏ
      • କ୍ଲଷ୍ଟର ସମ୍ପର୍କ ପାଇଁ ବନ୍ଦ ପଦ୍ଧତି ଶ୍ରେଣୀ ଯୋଗାଯୋଗ C API
      • ନିମ୍ନ ସ୍ତରରେ କ୍ଲଷ୍ଟର ଯୋଗାଯୋଗ ପାଇଁ ଅନୁଲମ୍ବିତ ଆଭାସୀ ସମତାଳ ପ୍ରବେଶ C API
      • କ୍ଲଷ୍ଟର ଯୋଗାଯୋଗ ପାଇଁ ଚାଲିବା ସମୟ ବିନ୍ୟାସ ତଥ୍ୟାଧାର C API
      • ଚାଲିବା ସମୟ କ୍ଲଷ୍ଟର ପ୍ରୟୋଗ ପାଇଁ ବିନ୍ୟାସ C API
      • quorum ସମ୍ପର୍କୀୟ ସୂଚନା ପ୍ରଦାନ କରିବା ପାଇଁ Quorum ଯନ୍ତ୍ର C API
    • ପୁନଃ ବ୍ୟବହାର ଯୋଗ୍ୟ C ଲାଇବ୍ରେରୀଗୁଡ଼ିକ କିମ୍ବା ଉଚ୍ଚ କାର୍ଯ୍ୟକାରୀତା ଏବଂ ଦକ୍ଷତା ପାଇଁ ଲୟ ହୋଇଥିବା ଶୀର୍ଷକ
      • Totem ଏକକ ରିଙ୍ଗ ଏବଂ ଅନାବଶ୍ୟକ ରିଙ୍ଗ ମଲ୍ଟିକାଷ୍ଟ ପ୍ରୋଟୋକଲ ଲାଇବ୍ରେରୀ
      • ଅନ୍ୟ ପ୍ରକଳ୍ପଗୁଡ଼ିକ ଦ୍ୱାରା ବ୍ୟବହୃତ sync ଏବଂ async ଯୋଗାଯୋଗ ମଡେଲ ସହିତ ସହଭାଗୀ ସ୍ମୃତି IPC ଲାଇବ୍ରେରୀ
      • logsys ଫ୍ଲାଇଟ ଲେଖକ ଯାହାକି ଜଟିଳ ପ୍ରୟୋଗ ଏବଂ ଅଭ୍ୟନ୍ତର ଫାଇଲର ଚାଳକ ନିର୍ଦ୍ଦେଶ ନାମା ଲାଇବ୍ରେରୀରେ ଲେଖିବା ଅବସ୍ଥା ଗୁଡ଼ିକର ଲଗିଙ୍ଗ ଏବଂ ଟ୍ରାକିଙ୍ଗକୁ ଅନୁମତି ଦେଇଥାଏ
      • ତଥ୍ୟ ବ୍ଲକ ମ୍ୟାପିଙ୍ଗ କରିବାକୁ ନିୟନ୍ତ୍ରଣ ଯାଞ୍ଚ ଶୀର୍ଷକ ସହିତ 64 ବିଟ ନିୟନ୍ତ୍ରଣ
  • openais ମାନକ ଆଧାରିତ କ୍ଲଷ୍ଟର ଫ୍ରେମୱର୍କ ଯାହାକି ପ୍ରୟୋଗ କ୍ଲଷ୍ଟରିଙ୍ଗ ମାଧ୍ଯମରେ ଉଚ୍ଚ ଉପଲବ୍ଧତା ପ୍ରଦାନ କରିବାକୁ ସର୍ଭିସ ଉପଲବ୍ଧତା ଫୋରମ ପ୍ରୟୋଗ ଅନ୍ତରାପୃଷ୍ଠର ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀତା ପ୍ରଦାନ କରିଥାଏ :
    • ପ୍ୟାକେଜିଙ୍ଗ ଏବଂ ସଂରଚନା ପରିବର୍ତ୍ତନଗୁଡ଼ିକ
      • Corosync କ୍ଲଷ୍ଟର ଯନ୍ତ୍ର ଭିତରକୁ ମିଶ୍ରଣ ପାଇଁ କ୍ଲଷ୍ଟରିଙ୍ଗ ସମ୍ପର୍କୀୟ ସମସ୍ତ କୋର openais ବିଶେଷଗୁଣଗୁଡ଼ିକ।
      • Corosync କ୍ଲଷ୍ଟର ଯନ୍ତ୍ର ପାଇଁ କାର୍ଯ୍ୟକରୁଥିବା ପ୍ଲଗଇନ ପରି openais ପରିବର୍ତ୍ତିତ ହୋଇଥାଏ
    • Provides implementation of various Service Availability Forum AIS Specifications as corosync service engines and C APIs:
      • କ୍ଲଷ୍ଟର ସଦସ୍ୟତା ସର୍ଭିସ B.01.01
      • ଯାଞ୍ଚବିନ୍ଦୁ ସର୍ଭିସ B.01.01
      • ଘଟଣା ସର୍ଭିସ B.01.01
      • ସନ୍ଦେଶ ସର୍ଭିସ B.01.01
      • ବଣ୍ଟିତ ଲକ ସର୍ଭିସ B.01.01
      • ସମୟ ମାପକ ସର୍ଭିସ A.01.01
      • ପରୀକ୍ଷଣୀୟ ଉପଲବ୍ଧତା ପରିଚାଳନା ଫ୍ରେମୱର୍କ B.01.01
  • କ୍ଲଷ୍ଟର ବର୍ତ୍ତମାନ ଉଭୟ corosync ଏବଂ openais ଏବଂ ପ୍ରସ୍ତାବ ଉପରେ ଆଧାରିତ:
    • ପ୍ଲଗଯୋଗ୍ୟ ବିନ୍ୟାସ କ୍ରିୟାବଳୀ:
      • XML (ପୂର୍ବନିର୍ଦ୍ଧାରିତ)
        • ବିନ୍ୟାସ ଯୋଜନା ଅଦ୍ୟତନ Conga ରୁ କ୍ଲଷ୍ଟରକୁ ଘୁଞ୍ଚିଯାଇଛି
      • LDAP
      • corosync/openais ଫାଇଲ ସଜ୍ଜିକରଣ ଶୈଳୀ
    • କ୍ଲଷ୍ଟର ପରିଚାଳକ (cman):
      • ବର୍ତ୍ତମାନ corosync ଅଂଶ ପରି ଚାଲୁଅଛି
      • ସମସ୍ତ corosync ଉପତନ୍ତ୍ରଗୁଡ଼ିକୁ ପ୍ରଦାନ କରିଥାଏ
      • ଉନ୍ନତ ବିନ୍ୟାସ-ମୁକ୍ତ ଚାଲୁଅଛି
      • ବିନ୍ୟାସ ଅଦ୍ୟତନଗୁଡ଼ିକର ଉତ୍ତମ ନିୟନ୍ତ୍ରଣ
      • Quorum ଡିସ୍କ (ବୈକଳ୍ପିକ) ବର୍ତ୍ତମାନ mixed-endian କ୍ଲଷ୍ଟରଗୁଡ଼ିକୁ ସମର୍ଥନ କରିଥାଏ
    • ଫେନ୍ସ / ଫେନ୍ସ କର୍ତ୍ତା:
      • ଉନ୍ନତ ଡେମନ ଲଗିଙ୍ଗ ବିକଳ୍ପଗୁଡ଼ିକ
      • New operation 'list' that prints aliases with port numbers
      • ନୂତନ ଉପକରଣଗୁଡ଼ିକ ଏବଂ ଫର୍ମୱେର ପାଇଁ ସମର୍ଥନ: LPAR HMC v3, Cisco MDS, ଅନ୍ତରାପୃଷ୍ଠଗୁଡ଼ିକ MIB (ifmib)
      • ଫେନ୍ସ କର୍ତ୍ତାମାନେ ଉତ୍ସ-କର୍ତ୍ତା ଶୈଳୀ ଅଧିତଥ୍ୟ ଉତ୍ପାଦ କରିଥାଏ
      • Support for 'unfence' operation on boot
    • rgmanager:
      • ବିନ୍ୟାସ ଅଦ୍ୟତନଗୁଡ଼ିକର ଉତ୍ତମ ନିୟନ୍ତ୍ରଣ
      • ବଳକା କ୍ଲଷ୍ଟର ଷ୍ଟାକ ପରି ସମାନ ଲଗିଙ୍ଗ ବିନ୍ୟାସକୁ ବ୍ୟବହାର କରିଥାଏ
    • clvmd:
      • ଚାଲିବା ସମୟରେ cman କିମ୍ବା corosync/dlm କ୍ଲଷ୍ଟର ଅନ୍ତରାପୃଷ୍ଠଗୁଡ଼ିକ ମଧ୍ଯରେ ବଦଳ ଯୋଗ୍ୟ ହୋଇଥାଏ

5.12.2. ପ୍ୟାକେଜିଙ୍ଗ ପରିବର୍ତ୍ତନ ହୋଇଥାଏ

A lot of effort has been expended to cleanup the packages and to make them as complete, intuitive and modular as possible, allowing also external entities to reuse most of the infrastructure without the requirement to pull the whole stack in.
With the new package reorganization, users will find it easier to update their cluster. The introduction of fence-agent and resource agent packages will avoid the pain for users to restart cluster nodes for simple script updates.