Product SiteDocumentation Site

3. ସଂରଚନା ନିର୍ଦ୍ଦିଷ୍ଟିତ ଟିପ୍ପଣୀ

ଏହି ବିଭାଗଟି ଫେଡ଼ୋରାର ସମର୍ଥିତ ହାର୍ଡୱେର ସଂରଚନା ପାଇଁ ନିର୍ଦ୍ଦିଷ୍ଟିତ କିଛି ଟିପ୍ପଣୀ ପ୍ରଦାନ କରିଥାଏ.

3.1. ଫେଡ଼ୋରା ପାଇଁ x86 ବିଶିଷ୍ଟତା

ପୂର୍ବନିର୍ଦ୍ଧାରିତ ଭାବରେ, PAE କର୍ଣ୍ଣଲକୁ 32-ବିଟ ହାର୍ଡୱେରରେ ବ୍ୟବହାର କରାଯାଇଥାଏ, ଯେଉଁଠି ହାର୍ଡୱେର ଦ୍ୱାରା ସମର୍ଥିତ।