Product SiteDocumentation Site

Fedora 11

ପ୍ରକାଶନ ଟିପ୍ପଣୀ

Fedora 11 ପାଇଁ ପ୍ରକାଶନ ଟିପ୍ପଣୀ

Logo

Dale Bewley

Virtualization 

Paul Frields

ସମୀକ୍ଷା 

Chitlesh Goorah

Electronic Design Automation 

Kevin Kofler

ଡେସ୍କଟପ 

Rüdiger Landmann

ସ୍ଥାପନ କ୍ରିୟା 

Ryan Lerch

Xorg 

John McDonough

ଅପ୍ରବୀଣ ରେଡ଼ିଓ, ବିକାଶ ସାଧନଗୁଡ଼ିକ 

Dominik Mierzejewski

ବୈଜ୍ଞାନିକ/ଯାନ୍ତ୍ରିକ 

David Nalley

File Systems 

Zachary Oglesby

Multimedia 

Jens Petersen

ଅନ୍ତର୍ରାଷ୍ଟ୍ରିୟକରଣ, Haskell 

Rahul Sundaram

Linux Kernel 

Miloslav Trmac

ସ୍ଥାପକ 

Karsten Wade

କର୍ଣ୍ଣଲ 

ବୈଧାନିକ ସୂଚନା

Copyright © 2009 Fedora Documentation Project. This material may only be distributed subject to the terms and conditions set forth in the Open Publication License, V1.0, (the latest version is presently available at http://www.opencontent.org/openpub/).
Fedora and the Fedora Infinity Design logo are trademarks or registered trademarks of Red Hat, Inc., in the U.S. and other countries.
Red Hat and the Red Hat "Shadow Man" logo are registered trademarks of Red Hat Inc. in the United States and other countries.
All other trademarks and copyrights referred to are the property of their respective owners.
Documentation, as with software itself, may be subject to export control. Read about Fedora Project export controls at http://fedoraproject.org/wiki/Legal/Export.
ସାରାଂଶ
ଏହି ଦଲିଲ Fedora 11 ପ୍ରକାଶନ ଟୀପ୍ପଣୀ ପାଇଁ ବିବରଣୀ ପ୍ରଦାନ କରିଥାଏ।

1. Fedora 11ରେ ଆପଣଙ୍କୁ ସ୍ୱାଗତ କରୁଅଛୁ
1.1. Fedora 11 ସମୀକ୍ଷା
1.2. ହାର୍ଡୱେର ଆବଶ୍ୟକତା
1.3. ଫେଡ଼ୋରାରେ ଆପଣଙ୍କୁ ସ୍ୱାଗତ
1.4. Common bugs
1.5. ମୂଲ୍ୟବାନ ତଥ୍ୟ
2. ସ୍ଥାପନା ଟିପ୍ପଣୀଗୁଡ଼ିକ
2.1. ପାଠ୍ୟ ଧାରାରେ ସ୍ଥାପନା ଟିପ୍ପଣୀଗୁଡ଼ିକ
2.2. ଉନ୍ନୟନ ଟିପ୍ପଣୀଗୁଡ଼ିକ
2.3. ବୁଟ ତାଲିକା
2.4. ଅଦ୍ୟତିତ boot.iso
3. ସଂରଚନା ନିର୍ଦ୍ଦିଷ୍ଟିତ ଟିପ୍ପଣୀ
3.1. ଫେଡ଼ୋରା ପାଇଁ x86 ବିଶିଷ୍ଟତା
4. ଡେସ୍କଟପ ଚାଳକମାନଙ୍କ ପାଇଁ Fedora ରେ ପରିବର୍ତ୍ତନ
4.1. ଫେଡ଼ୋରା ଡେସ୍କଟପ
4.2. ନେଟୱର୍କିଙ୍ଗ
4.3. ମୁଦ୍ରଣ କରୁଅଛି
4.4. ଅନ୍ତର୍ରାଷ୍ଟ୍ରିୟ ଭାଷା ସମର୍ଥନ
4.5. Multimedia
4.6. ଖେଳ ଏବଂ ମନୋରଞ୍ଜନ
4.7. ଫେଡ଼ୋରା ଜୀବନ୍ତ ପ୍ରତିଛବିଗୁଡ଼ିକ
5. ତନ୍ତ୍ର ପ୍ରଶାସକଙ୍କ ପାଇଁ Fedora ରେ ପରିବର୍ତ୍ତନ
5.1. Fedora 11 ବୁଟ-ସମୟ
5.2. ସୁରକ୍ଷା
5.3. Virtualization
5.4. ୱେବ ଏବଂ ବିଷୟବସ୍ତୁ ସର୍ଭର
5.5. ମେଲ ସର୍ଭରଗୁଡ଼ିକ
5.6. ତଥ୍ୟାବଳୀ ସର୍ଭରଗୁଡ଼ିକ
5.7. ଫାଇଲ ସର୍ଭରଗୁଡ଼ିକ
5.8. Samba (ୱିଣ୍ଡୋ ସୁସଂଗତି)
5.9. ତନ୍ତ୍ର ଡେମନଗୁଡ଼ିକ
5.10. File Systems
5.11. X ୱିଣ୍ଡୋ ତନ୍ତ୍ର (ଆଲେଖୀ)
5.12. HA କ୍ଲଷ୍ଟର ଅବସଂରଚନା
6. ବିକାଶକାରୀମାନଙ୍କ ପାଇଁ Fedora ରେ ପରିବର୍ତ୍ତନ
6.1. ବିକାଶ
6.2. ଚାଲୁଥିବା ସମୟ
6.3. ଉପକରଣଗୁଡ଼ିକ
6.4. Java
6.5. Eclipse
6.6. Haskell
6.7. ସନ୍ନିହିତ ବିକାଶ
6.8. ପଛୁଆ ସୁସଂଗତି
6.9. Linux Kernel
7. ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ପାଇଁ Fedora ରେ ପରିବର୍ତ୍ତନ
7.1. What's new in science and mathematics
7.2. Electronic Design Automation
7.3. What's new for amateur radio operators
A. ନିୟମାନୁକୂଳ ସୂଚନା
A.1. ଅନୁମତିପତ୍ର
A.2. ବ୍ୟାପାରଚିହ୍ନ
A.3. ବାହ୍ୟ ସନ୍ଦର୍ଭ
A.4. ରପ୍ତାନୀ
A.5. ନିୟମାନୁକୂଳ ସୂଚନା
A.6. ଅଧିକ ସୂଚନା
B. ପୁରୁଣା ପାଠର ପୁନଃ ପାଠ

1. Fedora 11ରେ ଆପଣଙ୍କୁ ସ୍ୱାଗତ କରୁଅଛୁ

1.1. Fedora 11 ସମୀକ୍ଷା

As always, Fedora continues to develop (http://www.fedoraproject.org/wiki/Red_Hat_contributions) and integrate the latest free and open source software (http://www.fedoraproject.org/wiki/Features). The following sections provide a brief overview of major changes from the last release of Fedora. For more details about other features that are included in Fedora 11, refer to their individual wiki pages that detail feature goals and progress:
ସମ୍ପୂର୍ଣ୍ଣ ପ୍ରକାଶନ ଚକ୍ରରେ, କି ଗୁଣ ପଛରେ ଥିବା ଭିତର କଥା ପ୍ରକାଶ କରି ବିକାଶକାରୀମାନଙ୍କ ସହିତ ସାକ୍ଷାତକାର କରାଗଲା:
ନିମ୍ନଲିଖିତଗୁଡ଼ିକ Fedora 11 ପାଇଁ ମୂଖ୍ୟ ବିଶେଷ ଗୁଣ:
  • Automatic font and mime-type installation - PackageKit was introduced in Fedora 9 as a cross-distro software management application for users. The capabilities it offers thanks to integration with the desktop became more visible in Fedora 10, where it provided automatic codec installation. Now in Fedora 11, PackageKit extends this functionality with the ability to automatically install fonts where needed for viewing and editing documents. It also includes the capability to install handlers for specific content types as needed. Some work is still being completed to provide automatic installation of applications.
  • Volume Control - Currently, people using Fedora have to go through many levels of mixers in different applications to properly set up sound sources. These are all exposed in the volume control on the desktop, making for a very confusing user experience. PulseAudio allows us to unify the volume controls in one interface that makes setting up sound easier and more pain-free.
  • Intel, ATI and Nvidia kernel modsetting - Fedora 10 provided the first steps by a major distribution into using the kernel modesetting (KMS) feature to speed up graphical boot. We indicated at the time that we would be adding greater support for additional video cards as time went on. KMS originally was featured only on some ATI cards. In Fedora 11, this work is extended to include many more video cards, including Intel and Nvidia, and additional ATI as well. Although not fully complete, we have increased enormously the video card coverage of the KMS feature, with more to come.
  • Fingerprint - Extensive work has been done to make fingerprint readers easy to use as an authentication mechanism. Currently, using fingerprint readers is a bit of a pain, and installing/using fprint and its pam module take more time than should ever be necessary. The goal of this feature is to make it painless by providing all the required pieces in Fedora, together with nicely integrated configuration. To enable this functionality the user will register their fingerprints on the system as part of user account creation. After doing so, they will easily be able to log in and authenticate seamlessly using a simple finger swipe. This greatly simplifies one element of identity management and is a great step in the evolution of the linux desktop.
  • IBus input method system - ibus has been rewritten in C and is the new default input method for Asian languages. It allows input methods to be added and removed dynamically during a desktop session. It supports Chinese (pinyin, libchewing, tables), Indic (m17n), Japanese (anthy), Korean (libhangul), and more. There are still some features missing compared to scim so testing is strongly encouraged and reports of problems and suggestions for improvements welcome.
  • Presto - Normally when you update a package in Fedora, you download an entire replacement package. Most of the time (especially for the larger packages), most of the actual data in the updated package is the same as the original package, but you still end up downloading the full package. Presto allows you to download the difference (called the delta) between the package you have installed and the one you want to update to. This can reduce the download size of updates by 60% – 80%. It is not enabled by default for this release. To make use of this feature you must install the yum-presto plugin with yum install yum-presto.
    For further details refer to the Presto wiki page
ଏହି ପ୍ରକାଶନରେ କିଛି ଅଧିକ ବିଶେଷଗୁଣ ଅନ୍ତର୍ଭୁକ୍ତ:
  • Ext4 filesystem - The ext3 file system has remained the mature standard in Linux for a long time. The ext4 file system is a major update that has an improved design, even better performance and reliability, support for much larger storage, and very fast file system checks and file deletions. It is now the default filesystem for new installations.
  • Virt Improved Console - In Fedora 10 and earlier the virtual guest console is limited to a screen resolution of 800x600. In Fedora 11 the goal is to have the screen default to at least 1024x768 resolution out of the box. New installations of F11 provide the ability to use other interface devices in the virtual guest, such as a USB tablet, which the guest will automatically detect and configure. Among the results is a mouse pointer that tracks the local client pointer one-for-one, and providing expanded capabilities.
  • MinGW (Windows cross compiler) - Fedora 11 provides MinGW, a development environment for Fedora users who wish to cross-compile their programs to run on Windows without having to use Windows. In the past developers have had to port and compile all of the libraries and tools they have needed, and this huge effort has happened independently many times over. MinGW eliminates duplication of work for application developers by providing a range of libraries and development tools already ported to the cross-compiler environment. Developers don't have to recompile the application stack themselves, but can concentrate just on the changes needed to their own application.
Fedora 11 ବିଶେଷଗୁଣଗୁଡ଼ିକ ବିଶେଷଗୁଣ ତାଲିକା ପୃଷ୍ଠାରେ ଖୋଜାଯାଉଛି:

1.2. ହାର୍ଡୱେର ଆବଶ୍ୟକତା

1.2.1. Processor and memory requirements for PPC Architectures

  • ସର୍ବନିମ୍ନ CPU: PowerPC G3 / POWER3
  • Fedora 11 Apple Power Macintoshର ନୂତନ ପୃଥିବି ନିର୍ମାତାକୁ ସମର୍ଥନ କରିଥାଏ, circa 1999 ପରଠାରୁ ସିପ ହୋଇଥାଏ। ଯଦିଚ Old World machines କାର୍ଯ୍ୟକରିବା ଉଚିତ, ସେମାନେ ଗୋଟିଏ ବୁଟଲୋଡର ଆବଶ୍ୟକ କରେ ଯାହାକି Fedora ବଣ୍ଟନରେ ଅନ୍ତର୍ଭୁକ୍ତ ହୋଇନଥାଏ। Fedora ମଧ୍ୟ ସ୍ଥାପିତ ହୋଇସାରିଛି ଏବଂ POWER5 ଏବଂ POWER6 ମେସିନରେ ଯାଞ୍ଚକରାସରିଛି।
  • Fedora 11 pSeries ଏବଂ Cell Broadband Engine machines କୁ ସମର୍ଥନ କରିଥାଏ।
  • Fedora 11 Sony PlayStation 3 ଏବଂ Genesi Pegasos II ଏବଂ Efikaକୁ ମଧ୍ୟ ସମର୍ଥନ କରିଥାଏ।
  • Fedora 11 includes new hardware support for the P.A. Semiconductor 'Electra' machines.
  • Fedora 11 ମଧ୍ଯ Terrasoft Solutions powerstation workstations ପାଇଁ ସମର୍ଥନକୁ ଅନ୍ତରଭୁକ୍ତ କରିଥାଏ.
  • ପାଠ୍ୟ-ଧାରା ପାଇଁ ପରାମର୍ଶିତ: 233 MHz G3 କିମ୍ବା ଉନ୍ନତ, 128MiB RAM.
  • ଆଲେଖିକ ପାଇଁ ପରାମର୍ଶିତ: 400 MHz G3 କିମ୍ବା ଉନ୍ନତ, 256MiB RAM.

1.2.2. x86 ଅବସଂରଚନା ପାଇଁ ସଞ୍ଚାଳକ ଏବଂ ସ୍ମୃତିସ୍ଥାନ ଆବଶ୍ୟକତା

ନିମ୍ନଲିଖିତ CPU ନିର୍ଦ୍ଦିଷ୍ଟକ ସୂଚନାଗୁଡ଼ିକ ଇଣ୍ଟେଲ ସଞ୍ଚାଳକ ଭାବରେ ଆରମ୍ଭ ହୋଇଥିଲା. ଅନ୍ୟ ସଞ୍ଚାଳକଗୁଡ଼ିକ, ଯେପରିକି AMD,Cyrix, ଏବଂ VIA ଯେଉଁଗୁଡ଼ିକ ନିମ୍ନଲିଖିତ ଇଣ୍ଟେଲ ସଞ୍ଚାଳକ ସହିତ ସୁସଂଗତ ଏବଂ ସମାନ, ସେମାନଙ୍କୁ Fedora ସହିତ ବ୍ୟବହାର କରାଯାଇପାରେ। Fedora 11 ଗୋଟିଏ Intel Pentium କିମ୍ବା ଉତ୍ତମ ସଞ୍ଚାଳକ ଆବଶ୍ୟକ କରେ, ଏବଂ Pentium 4 ଏବଂ ପରବର୍ତ୍ତି ସଞ୍ଚାଳକଗୁଡ଼ିକ ପାଇଁ ଉପଯୁକ୍ତ କରାଯାଇଛି।
  • ପାଠ୍ୟ-ଅବସ୍ଥା ପାଇଁ ପ୍ରସ୍ଥାବିତ: 200 MHz ପେଣ୍ଟିୟମ-ଶ୍ରେଣୀ କିମ୍ବା ଉନ୍ନତତର
  • ଆଲେଖି ପାଇଁ ପ୍ରସ୍ଥାବିତ: 400 MHz ପେଣ୍ଟିୟମ II େଣୀ କିମ୍ବା ଉନ୍ନତତର
  • ପାଠ୍ୟ- ଅବସ୍ଥା ପାଇଁ ସର୍ବନିମ୍ନ RAM: 128MiB
  • ଆଲେଖି ପାଇଁ ସର୍ବନିମ୍ନ RAM: 192MiB
  • ଆଲେଖି ପାଇଁ ପ୍ରସ୍ଥାବିତ RAM: 256MiB

1.2.3. x86_64 ଅବସଂରଚନା ପାଇଁ ସଞ୍ଚାଳକ ଏବଂ ସ୍ମୃତିସ୍ଥାନ ଆବଶ୍ୟକତା

  • ପାଠ୍ୟ- ଅବସ୍ଥା ପାଇଁ ସର୍ବନିମ୍ନ RAM: 256MiB
  • ଆଲେଖି ପାଇଁ ସର୍ବନିମ୍ନ RAM: 384MiB
  • ଆଲେଖି ପାଇଁ ପ୍ରସ୍ଥାବିତ RAM: 512MiB

1.2.4. ସମସ୍ତ ଅବସଂରଚନା ପାଇଁ ଆବଶ୍ୟକ ହେଉଥିବା ହାର୍ଡ଼ଡ଼ିସ୍କ ସ୍ଥାନ

ସମ୍ପୂର୍ଣ୍ଣ ପ୍ୟାକେଜଟି 9 GiBର ଡ଼ିସ୍କ ସ୍ଥାନ ନେଇଥାଏ. ଶେଷ ଆକାରଟି ସମ୍ପୂର୍ଣ୍ଣ ରୂପେ ସ୍ଥାପନ ସ୍ପିନ ଏବଂ ବଚ୍ଛିତ ପ୍ୟାକେଜଗୁଡ଼ିକ ମାଧ୍ଯମରେ ନିର୍ଦ୍ଧାରିତ. ସ୍ଥାପନ ପରିବେଶକୁ ସମର୍ଥନ କରିବା ପାଇଁ ସ୍ଥାପନ ସମୟରେ ଅତିରିକ୍ତ ଡ଼ିସ୍କ ସ୍ଥାନ ଆବଶ୍ୟକ ହେବ। ଏହି ଅତିରିକ୍ତ ଡ଼ିସ୍କ ସ୍ଥାନ ସ୍ଥାପିତ ତନ୍ତ୍ରରେ /Fedora/base/stage2.img (ସ୍ଥାପନ ଡ଼ିସ୍କ 1ରେ) ଯୁକ୍ତ /var/lib/rpm ରେ ଥିବା ଫାଇଲର ଆକାର ଉପରେ ନିର୍ଭର।
ପ୍ରକୃତରେ, ଅତିରିକ୍ତ ସ୍ଥାନର ଆବଶ୍ୟକତା, ଛୋଟ ସ୍ଥାପନା ପାଇଁ 90 MiB ରୁ ଗୋଟିଏ ବଡ଼ ସ୍ଥାପନା ପାଇଁ ଅତିରିକ୍ତ 175 MiB ପର୍ଯ୍ୟନ୍ତ ଆବଶ୍ୟକ.
ଯେକୌଣସି ଚାଳକ ତଥ୍ୟ ପାଇଁ ଅତିରିକ୍ତ ସ୍ଥାନ ମଧ୍ୟ ଆବଶ୍ୟକ, ଏବଂ ସଠିକ ତନ୍ତ୍ର ପ୍ରୟୋଗ ପାଇଁ ଅତିକମରେ 5% ମୁକ୍ତସ୍ଥାନ ରଖାଯାଇଥିବା ଆବଶ୍ୟକ.

1.3. ଫେଡ଼ୋରାରେ ଆପଣଙ୍କୁ ସ୍ୱାଗତ

ଫେଡ଼ୋରା ଗୋଟିଏ ଲିନକ୍ସ-ଆଧାରିତ ପ୍ରଚାଳନ ତନ୍ତ୍ର ଯାହାକି ଅତ୍ୟାଧୁନିକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେରକୁ ପ୍ରଦର୍ଶିତ କରିଥାଏ. ଫେଡ଼ୋରା ସର୍ବଦା ସମସ୍ତଙ୍କର ବ୍ୟବହାର, ପରିବର୍ତ୍ତନ, ଏବଂ ବଣ୍ଟନ ପାଇଁ ମାଗଣା. ଏହା ସମଗ୍ର ଜଗତର ଲୋକମାନଙ୍କ ଦ୍ୱାରା ଗଢ଼ିତ ଯେଉଁମାନେ ଏକ ସମ୍ପ୍ରଦାୟ ଭାବରେ କାର୍ଯ୍ୟକରିଥାନ୍ତି: ଫେଡ଼ୋରା ପ୍ରକଳ୍ପ. ଫେଡ଼ୋରା ପ୍ରକଳ୍ପ ଟି ସମସ୍ତଙ୍କ ପାଇଁ ଖୋଲା ଏବଂ ସମସ୍ତଙ୍କୁ ସମ୍ମିଳିତ ହେବାରେ ସ୍ୱାଗତ କରିଥାଏ. ମାଗଣା, ମୁକ୍ତ ସଫ୍ଟୱେର ଏବଂ ସୂଚୀକୁ ଉନ୍ନତିପଥରେ ଆଗେଇ ନେବା ପାଇଁ ଫେଡ଼ୋରା ପ୍ରକଳ୍ପର ଦ୍ୱାର ଆପଣଙ୍କ ପାଇଁ ଖୋଲାଅଛି.

ଟୀକା

Visit http://docs.fedoraproject.org/release-notes/ to view the latest release notes for Fedora, especially if you are upgrading. If you are migrating from a release of Fedora older than the immediately previous one, you should refer to older Release Notes for additional information.
ଆପଣ Fedora ପ୍ରକଳ୍ପ ସମ୍ପ୍ରଦାୟକୁ Fedora ର ଉନ୍ନତି ପାଇଁ ସହାୟତା କରିପାରିବେ ଯଦି ଆପଣ ତ୍ରୁଟି ଖବର ଏବଂ ଉନ୍ନତି ଅନୁରୋଧ ଦାଖଲ କରିବେ. ତ୍ରୁଟି ଏବଂ ବିଶେଷ ଗୁଣ ବିଷୟରେ ଅଧିକ ସୂଚନା ପାଇଁ http://fedoraproject.org/wiki/Bugs_and_feature_requests କୁ ଅନୁସରଣ କରନ୍ତୁ. ଆପଣଙ୍କର ସହଭାଗିତା ପାଇଁ ଧନ୍ୟବାଦ.
ଫେଡ଼ୋରା ବିଷୟରେ ଅଧିକ ସାଧାରଣ ତଥ୍ୱ ଜାଣିବା ପାଇଁ, ନିମ୍ନଲିଖିତ ୱେବ ପୃଷ୍ଠାକୁ ଅନୁସରଣକରନ୍ତୁ:

1.4. Common bugs

No software is without bugs. One of the features of free and open source software is the ability to report bugs, helping to fix or improve the software you use.
A list of common bugs is maintained for each release by the Fedora Project as a good place to start when you are having a problem that might be a bug in the software:

1.5. ମୂଲ୍ୟବାନ ତଥ୍ୟ

Thank you for taking the time to provide your comments, suggestions, and bug reports to the Fedora community; this helps improve the state of Fedora, Linux, and free software worldwide.

1.5.1. ଫେଡ଼ୋରା ସଫ୍ଟୱେରରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରି

Fedora ସଫ୍ଟୱେର କିମ୍ବା ଅନ୍ୟାନ୍ୟ ତନ୍ତ୍ର ଉପାଦାନଗୁଡ଼ିକ ବିଷୟରେ ମତାମତ ପ୍ରଦାନ କରିବା ପାଇଁ, ଦୟାକରି http://fedoraproject.org/wiki/Bugs_and_feature_requests କୁ ଅନୁସରଣ କରନ୍ତୁ। ଏହି ପ୍ରକାଶନ ପାଇଁ ସାଧାରଣତଃ ଖବର କରାଯାଇଥିବା ତ୍ରୁଟି ଏବଂ ଜଣାଥିବା ସମସ୍ୟା http://fedoraproject.org/wiki/Common_F11_bugsରୁ ଉପଲବ୍ଧ ହୋଇପାରିବ।

1.5.2. ପ୍ରକାଶନ ଟିପ୍ପଣୀ ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ

If you feel these release notes could be improved in any way, you can provide your feedback directly to the beat writers. There are several ways to provide feedback, in order of preference:
  • ଯଦି ଆପଣଙ୍କ ପାଖରେ Fedora ଖାତା ଅଛି, ତେବେ ସିଧାସଳଖ http://fedoraproject.org/wiki/Documentation_Beatsରେ ସମ୍ପାଦନ କରନ୍ତୁ।
  • ଏହି ପ୍ରତିରୂପକୁ ବ୍ୟବହାର କରି ଗୋଟିଏ ତ୍ରୁଟି ଅନୁରୋଧ ପୁରଣ କରନ୍ତ: http://tinyurl.com/nej3u - This link is ONLY for feedback on the release notes themselves. ବିସ୍ତୃତ ବିବରଣୀ ପାଇଁ ଉପରେ ଥିବା ଅନୁଶାସନକୁ ଅନୁସରଣ କରନ୍ତୁ।
  • ଇମେଲ relnotes@fedoraproject.org